Advertisment

ଅଶୁଭ ହେଲେ କି ମନ୍ତ୍ରୀ ?

ସବୁଜ ରଙ୍ଗ ଦେଇ କଲେଜ ଗ୍ୟାଲେରୀକୁ ବହୁତ ସୁନ୍ଦର ଭାବେ ନିର୍ମାଣ କରାଇଥିଲେ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। କିନ୍ତୁ କଣ ହେଲା ?

author-image
Manoj Swain

ସବୁଜ ରଙ୍ଗ ଦେଇ କଲେଜ ଗ୍ୟାଲେରୀକୁ ବହୁତ ସୁନ୍ଦର ଭାବେ ନିର୍ମାଣ କରାଇଥିଲେ। ମନ୍ତ୍ରୀ ଉଦ୍‌ଘାଟନ ବି କରିଥିଲେ। କିନ୍ତୁ କଣ ହେଲା ? ବାଲି ସିମେଣ୍ଟ ଓ ଇଟାରେ ନିର୍ମିତ ଏହି ପାଚେରୀ ସାମାନ୍ୟ ପବନ-ବର୍ଷା ମାଡ଼ ସହିପାରିଲାନି। ମାତ୍ର କେଇଟା ଦିନରେ ମାଟିରେ ମିଶିଗଲା।

Advertisment
Cuttack Odisha Minister