ଅଶୁଭ ହେଲେ କି ମନ୍ତ୍ରୀ ? | Odisha Reporter
Advertisment
ସବୁଜ ରଙ୍ଗ ଦେଇ କଲେଜ ଗ୍ୟାଲେରୀକୁ ବହୁତ ସୁନ୍ଦର ଭାବେ ନିର୍ମାଣ କରାଇଥିଲେ। ମନ୍ତ୍ରୀ ଉଦ୍ଘାଟନ ବି କରିଥିଲେ। କିନ୍ତୁ କଣ ହେଲା ? ବାଲି ସିମେଣ୍ଟ ଓ ଇଟାରେ ନିର୍ମିତ ଏହି ପାଚେରୀ ସାମାନ୍ୟ ପବନ-ବର୍ଷା ମାଡ଼ ସହିପାରିଲାନି। ମାତ୍ର କେଇଟା ଦିନରେ ମାଟିରେ ମିଶିଗଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us