Advertisment

ଇଏ କ’ଣ ଓଡ଼ିଶାର ଅତିଥି ସତ୍କାର?

ଓଡ଼ିଶାର ନାକ କାଟୁଛି ସରକାରଙ୍କ ଅତିଥି ସତ୍କାର! ପର୍ଯ୍ୟଟକଙ୍କୁ ଠେଙ୍ଗା, ଜୋତା, ଚପଲରେ ଇଏ କି ସ୍ୱାଗତ? ଇଏ କ’ଣ ସରକାରଙ୍କ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ପର୍ଯ୍ୟଟନର ବିକାଶ? ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ମାଡ଼ ମାରିଲେ ରାଜ୍ୟର ସମ୍ମାନ ବଢ଼ୁଛି ନା କମୁଛି? ମୁଣ୍ଡଳିରେ ଗୁଣ୍ଡାରାଜରେ ଅତିଷ୍ଠ ହେଲେଣି ଜନତା। ପୂର୍ବରୁ ନନ୍ଦନକାନନରେ ପିଟିଥିଲେ ଏବେ ମୁଣ୍ଡଳିରେ ଇଡ୍ଡତ ବୁଡ଼େଇଦେଲେ।

Odisha Tourism Munduli Barrage Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe