Advertisment

ଏ ହେଉଛି ମାଆ କୁ ସମ୍ମାନ !

ରାଜରାସ୍ତାରେ ହଜାର ହଜାର ଆଶାକର୍ମୀ। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଶାକର୍ମୀଙ୍କ ଅହୋରାତ୍ର ଧାରଣା। ସ୍ଥାୟୀ କର୍ମଚାରୀ ମାନ୍ୟତା ସହ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାକର୍ମୀ।

author-image
Manoj Swain

ରାଜ ରାସ୍ତାରେ ହଜାର ହଜାର ଆଶାକର୍ମୀ। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆଶାକର୍ମୀଙ୍କ ଅହୋରାତ୍ର ଧାରଣା। ସ୍ଥାୟୀ କର୍ମଚାରୀ ମାନ୍ୟତା ସହ ଦରମା ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାକର୍ମୀ।

Advertisment
Protest Against Govt.