ଆସ ଦେଖିବା ଆମ ଗଞ୍ଜାମର ବିକାଶ ଚିତ୍ର || Reality Of Development Of Ganjam District || Odisha Reporter
ନବୀନ ନିଜ ଜିଲ୍ଲା ଗଂଜାମକୁ ଏକ ନମ୍ବର କରିବା ପାଇଁ ସାହାଯ୍ୟ ମାଗୁଛନ୍ତି। ଗତ ଦୁଇ ଦଶନ୍ଧି ଧରି ନବୀନ ଏଠାରୁ ପ୍ରତିନିଧିତ୍ୱ କରୁଛନ୍ତି ଆଉ ଏତେଦିନ ଭିତରେ ଜିଲ୍ଲାର ଅଧିକାଂଶ ଆସନରୁ କବେଳ ବିଜେଡି ହିଁ ଜିତୁଛି। ଜିଲ୍ଲାରେ ନବୀନଙ୍କ ପରେ ଆଉ ଜଣେ ବରିଷ୍ଠ ଏବଂ ଟାଣୁଆ ନେତା ହେଲେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର। ସୂର୍ଯ୍ୟ ବାବୁ କେତେ ବିକାଶ କରିଛନ୍ତି ଆସନ୍ତୁ ଯିବା ଗ୍ରାଉଣ୍ଡ ଜିରୋକୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
