ରଜନୀଙ୍କ ପାଇଁ ହେଲା ଶେଷ ରଜନୀ | Odisha Reporter
କାଳ ହେଲା ଟ୍ରେନ ଯାତ୍ରା। ଖୁସିର ଯାତ୍ରା ହେଲା ଶେଷ ଯାତ୍ରା। କାହା ମଥାରୁ ସିନ୍ଦୂର ପୋଛି ଦେଲା ତ ଆଉ କାହା କୋଳରୁ ଛୁଆକୁ ଛଡ଼ାଇ ନେଲା। ଆଉ କିଏ ଏବେ ଏକା ହୋଇଗଲା। ଅନ୍ୟ ଯାତ୍ରୀଙ୍କ ଭଳି ଏ ଯୁବକ ଜଣକ ବି ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସରେ ଯିବାକୁ ବାହାରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
