କାଳ ହେଲା ଟ୍ରେନ ଯାତ୍ରା। ଖୁସିର ଯାତ୍ରା ହେଲା ଶେଷ ଯାତ୍ରା। କାହା ମଥାରୁ ସିନ୍ଦୂର ପୋଛି ଦେଲା ତ ଆଉ କାହା କୋଳରୁ ଛୁଆକୁ ଛଡ଼ାଇ ନେଲା। ଆଉ କିଏ ଏବେ ଏକା ହୋଇଗଲା। ଅନ୍ୟ ଯାତ୍ରୀଙ୍କ ଭଳି ଏ ଯୁବକ ଜଣକ ବି ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସରେ ଯିବାକୁ ବାହାରିଥିଲେ।