ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆଇଟି ରେଡ୍। ଆୟକର ରିଟର୍ଣ୍ଣରେ ଗଡବଡ଼ ଥିବା ଯୋଗୁଁ ଏହି ରେଡ୍ ହେଉଛି। ସମ୍ବଲପୁରଠାରୁ ଆରମ୍ଭ କରି ବ୍ରହ୍ମପୁର , ସୋର ଠାରୁ ଆରମ୍ଭ କରି ନୟାଗଡ଼ ଯାଏଁ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ହୋଇଛି। ତେବେ ରେଡ୍ ହୋଇଥିବା କିଛି ଲୋକଙ୍କ ସରକାରୀ ଦଳ ବିଜେଡି ସହ ଭଲ ସମ୍ପର୍କ ରହିଛି। ଏମାନେ ପଲଟିକାଲ ପାଇନାନ୍ସ କରୁଥିବା ଜଣାପଡୁଛି। ରାଜ୍ୟରେ ସରକାରୀ ଦଳ ଏବଂ ବାବୁଙ୍କ ସହ ଏମାନଙ୍କ ତାଳମେଳ ଭଲ ରହିଥିବା କାରଣରୁ ଏମାନଙ୍କୁ ସବୁ କ୍ଷେତ୍ରରେ ପାଇଦା ମିଳୁଥିବା ଅଭିଯୋଗ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।