Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆଇଟି ରେଡ୍

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆଇଟି ରେଡ୍ । ଆୟକର ରିଟର୍ଣ୍ଣରେ ଗଡବଡ଼ ଥିବା ଯୋଗୁଁ ଏହି ରେଡ୍ ହେଉଛି। ସମ୍ବଲପୁରଠାରୁ ଆରମ୍ଭ କରି ବ୍ରହ୍ମପୁର , ସୋର ଠାରୁ ଆରମ୍ଭ କରି ନୟାଗଡ଼ ଯାଏଁ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ହୋଇଛି।

Advertisment

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଆଇଟି ରେଡ୍। ଆୟକର ରିଟର୍ଣ୍ଣରେ ଗଡବଡ଼ ଥିବା ଯୋଗୁଁ ଏହି ରେଡ୍ ହେଉଛି। ସମ୍ବଲପୁରଠାରୁ ଆରମ୍ଭ କରି ବ୍ରହ୍ମପୁର , ସୋର ଠାରୁ ଆରମ୍ଭ କରି ନୟାଗଡ଼ ଯାଏଁ ବିଭିନ୍ନ ସ୍ଥାନରେ ଆଇଟି ରେଡ୍ ହୋଇଛି। ତେବେ ରେଡ୍ ହୋଇଥିବା କିଛି ଲୋକଙ୍କ ସରକାରୀ ଦଳ ବିଜେଡି ସହ ଭଲ ସମ୍ପର୍କ ରହିଛି। ଏମାନେ ପଲଟିକାଲ ପାଇନାନ୍ସ କରୁଥିବା ଜଣାପଡୁଛି। ରାଜ୍ୟରେ ସରକାରୀ ଦଳ ଏବଂ ବାବୁଙ୍କ ସହ ଏମାନଙ୍କ ତାଳମେଳ ଭଲ ରହିଥିବା କାରଣରୁ ଏମାନଙ୍କୁ ସବୁ କ୍ଷେତ୍ରରେ ପାଇଦା ମିଳୁଥିବା ଅଭିଯୋଗ ହେଉଛି।

Advertisment
Odisha BjD Bjp Odisha Politics IT Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe