ବିନା ଅନୁମତିରେ ବଣ୍ଡା ଘାଟିରେ ବୁଲିଲେ ବିଦେଶୀ ଦମ୍ପତି 

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବୁଲୁଥିବା ବେଳେ ଇଟାଲୀୟ ଦମ୍ପତିଙ୍କୁ ଉଦ୍ଧାର କରାଯାଇଛି। ଏହି ଦମ୍ପତିଙ୍କ ନାଁ ଇଣ୍ଡିକୋ ସେସୋଦି ଏବଂ ଫ୍ରାଙ୍କ ସାଖା। ସୂଚନା ଅନୁସାରେ ଦମ୍ପତି ଜଣେ ‘ଇଗନୋ’ କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ।  ରାସ୍ତାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଖଇରପୁଟ ତହସିଲଦାର ଘାଟିରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଡିଆରଡିଏ ପିଡି ଲିଙ୍ଗରାଜ […]

bonda

bonda

Rakesh Mallick
  • Published: Saturday, 22 December 2018
  • Updated: 22 December 2018, 10:43 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ବୁଲୁଥିବା ବେଳେ ଇଟାଲୀୟ ଦମ୍ପତିଙ୍କୁ ଉଦ୍ଧାର କରାଯାଇଛି। ଏହି ଦମ୍ପତିଙ୍କ ନାଁ ଇଣ୍ଡିକୋ ସେସୋଦି ଏବଂ ଫ୍ରାଙ୍କ ସାଖା।

ସୂଚନା ଅନୁସାରେ ଦମ୍ପତି ଜଣେ 'ଇଗନୋ' କର୍ମଚାରୀଙ୍କ ସହାୟତାରେ ବଣ୍ଡାଘାଟି ଯାଇଥିଲେ।  ରାସ୍ତାରେ ସେମାନଙ୍କୁ ସ୍ଥାନୀୟ ଲୋକେ ଦେଖିବା ପରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ଖଇରପୁଟ ତହସିଲଦାର ଘାଟିରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ସହ ଡିଆରଡିଏ ପିଡି ଲିଙ୍ଗରାଜ ପଣ୍ଡାଙ୍କ ନିକଟରେ ପହଞ୍ଚାଇ ଥିଲେ। ପଚରାଉଚରା ସମୟରେ ଉଭୟେ ଗୃହ ବିଭାଗର ଅନୁମତି ଆଣିନଥିବା ସ୍ଵୀକାର କରିଥିଲେ।

ପୂର୍ବ ଅନୁମତି ବିନା ଉକ୍ତ ଅଞ୍ଚଳରେ ପ୍ରବେଶ କରିବା ନିଷିଦ୍ଧ ବୋଲି ଉଭୟଙ୍କୁ ଜଣାଇବା ସଙ୍ଗେସଙ୍ଗେ ଭବିଷ୍ୟତରେ ଏପରି ନ କରିବା ପାଇଁ କହି ଶ୍ରୀ ପଣ୍ଡା ସେମାନଙ୍କୁ ଛାଡ଼ି ଦେଇଥିଲେ।

https://youtu.be/Yo9rcTTwdeo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story