ଜେଇଇ ମେନରେ ଓଡ଼ିଶା ସାମିଲ୍ ହେବା ନିଷ୍ପତ୍ତିକୁ ଓପେକାର ବିରୋଧ

ଭୁବନେଶ୍ୱର: ଓଡ଼ିଶା ଜେଇଇ ମେନରେ ସାମିଲ୍ ହେବା ନିଷ୍ପତ୍ତିକୁ ଓପେକା ବିରୋଧ କରିବା ସହ କୋର୍ଟଙ୍କ ଆଶ୍ରୟ ନେବାକୁ ଓପେକା ନିଷ୍ପତ୍ତି ନେଇଛି। ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ଓଡିଶା ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଦେବାକୁ ଶୁକ୍ରବାର ଘୋଷଣା ହୋଇଥିଲା। ଯାହାକୁ ତୀବ୍ର ବିରୋଧ କରୁଛି ସଂଘ। ଗତ ଦୁଇବର୍ଷ ଭଳି ଏବର୍ଷ ମଧ୍ୟ ଓଡ଼ିଶା ଜେଇଇ ମେନରେ ସାମିଲ ହେବ ବୋଲି ଶୁକ୍ରବାର ସୂଚନା ଦେଇଥିଲେ ବୈଷୟିକ ଶିକ୍ଷାମନ୍ତ୍ରୀ ସଂଜୟ ଦାସବର୍ମା। ଓଜେଇଇ ହେବ […]

student

student

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 06:55 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଜେଇଇ ମେନରେ ସାମିଲ୍ ହେବା ନିଷ୍ପତ୍ତିକୁ ଓପେକା ବିରୋଧ କରିବା ସହ କୋର୍ଟଙ୍କ ଆଶ୍ରୟ ନେବାକୁ ଓପେକା ନିଷ୍ପତ୍ତି ନେଇଛି। ଇଞ୍ଜିନିୟରିଂ ଆଡମିଶନ୍ ପାଇଁ ଓଡିଶା ଛାତ୍ରଛାତ୍ରୀ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ଦେବାକୁ ଶୁକ୍ରବାର ଘୋଷଣା ହୋଇଥିଲା। ଯାହାକୁ ତୀବ୍ର ବିରୋଧ କରୁଛି ସଂଘ। ଗତ ଦୁଇବର୍ଷ ଭଳି ଏବର୍ଷ ମଧ୍ୟ ଓଡ଼ିଶା ଜେଇଇ ମେନରେ ସାମିଲ ହେବ ବୋଲି ଶୁକ୍ରବାର ସୂଚନା ଦେଇଥିଲେ ବୈଷୟିକ ଶିକ୍ଷାମନ୍ତ୍ରୀ ସଂଜୟ ଦାସବର୍ମା। ଓଜେଇଇ ହେବ ନା ଓଡ଼ିଶା ଛାତ୍ରଛାତ୍ରୀ ଜେଇଇ ମେନ୍ ଦେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ରାଜ୍ୟ ସରକାର ଆଇନ୍ ବିଭାଗ ଓ ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶ ଲୋଡିଥିଲେ। ଉଭୟଙ୍କ ପରାମର୍ଶ ଆଧାରରେ ଓଡ଼ିଶା ଜେଇଇ ମେନରେ ସାମିଲ ହେବାକୁ ନିଷ୍ପତ୍ତି ହୋଇଥିଲା।

ଏଥିସହ ରାଜ୍ୟ ସରକାର ଓଡ଼ିଶା ପ୍ରଫେସନାଲ୍ ଏଜୁକେସନ ଆକ୍ଟ ସେକସନ୍-ଥ୍ରୀରେ ସଂଶୋଧନ ଆଣିବେ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବ। ଓଜେଇଇ କରିବା ଲାଗି ରାଜ୍ୟ ଘରୋଇ ଇଞ୍ଜିନିୟରିଂ କଲେଜ୍ ସଂଘ ଦାବି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story