ଆସିଲା ନୂଆ ତଥ୍ୟ: ବଳିଆ ସୁସ୍ଥ, ଜଗା ଅସୁସ୍ଥ: ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପାଇଁ ଆମେରିକାରୁ ଆସିବେ ଡାକ୍ତର

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅବ୍‌ଜେରଭେସନ୍‌ରେ ଅଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆ। ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତେବେ ଜଗା ଦେହ ସମ୍ପୂର୍ଣ୍ଣ ଭଲ ନାହିଁ  । ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ପରବର୍ତ୍ତୀ ପର୍ଯ୍ୟାୟ ଅପରେସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।  ପରବର୍ତ୍ତୀ ଅପରେସନରେ ଆମେରିକାର ଜଣେ ଜଣାଶୁଣା ଓ ଅଭିଜ୍ଞ ଡାକ୍ତରଙ୍କୁ ଅଣାଯିବାକୁ ଯୋଗାଯୋଗ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 07:03 PM IST

Sports

Latest News

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଅବ୍‌ଜେରଭେସନ୍‌ରେ ଅଛନ୍ତି ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆ। ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ତେବେ ଜଗା ଦେହ ସମ୍ପୂର୍ଣ୍ଣ ଭଲ ନାହିଁ  । ଦୁହେଁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଯାଇ ପରବର୍ତ୍ତୀ ପର୍ଯ୍ୟାୟ ଅପରେସନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା।  ପରବର୍ତ୍ତୀ ଅପରେସନରେ ଆମେରିକାର ଜଣେ ଜଣାଶୁଣା ଓ ଅଭିଜ୍ଞ ଡାକ୍ତରଙ୍କୁ ଅଣାଯିବାକୁ ଯୋଗାଯୋଗ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଏନେଇ ସମସ୍ତ ଅର୍ଥ ଖର୍ଚ୍ଚ କରିବେ। କନ୍ଧମାଳ ଯୋଡ଼ା ମୁଣ୍ଡ ଶିଶୁଙ୍କ ସମ୍ପର୍କରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହେବା ପରେ ରାଜ୍ୟ ସରକାରଙ୍କୁ  ପକ୍ଷରୁ ସେମାନଙ୍କ ଅପରେସନ ପାଇଁ ଦିଲ୍ଲୀ ଏମ୍ସରେ ବ୍ୟବସ୍ଥା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story