Advertisment

ଜଗନ୍ନାଥମୟ ଜଗତସିଂହପୁର

ଜଗତସିଂହପୁର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଚିହ୍ନଟ ହେବାପରେ ଜଗନ୍ନାଥମୟ ହୋଇପଡିଛି ଜଗତସିଂହପୁର ଜିଲ୍ଲା। ଦାରୁ ଥିବା ରଘୁନାଥପୁରର ଖରିପଡିଆରେ ଖେଳିଯାଇଛି ଆଧ୍ୟାତ୍ମିକ ପରିବେଶ। ଶଙ୍ଖ, ଚକ୍ର ,ଗଦା, ପଦ୍ମ-ସର୍ବ ଦିବ୍ୟ ଲକ୍ଷଣ ସମ୍ପଣ୍ଣ ମହାଦାରୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଭିତ୍ତିଭୂମି ପ୍ରସ୍ତୁତିକୁ ନେଇ ଗତକାଲି ଦିନକ ଲାଗି ଦାରୁସ୍ଥଳୀକୁ ଯିବା ପାଇଁ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ବାରଣ କରିଥିଲା। ତେଣୁ ଆଜି ଏଠାରେ ପ୍ରବଳ ଭିଡ ଜମିବାରେ ସମ୍ଭବନା ରହିଛି। […]

author-image
Rakesh Mallick
ଜଗନ୍ନାଥମୟ ଜଗତସିଂହପୁର

jaganatah daru

ଜଗତସିଂହପୁର: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦାରୁ ଚିହ୍ନଟ ହେବାପରେ ଜଗନ୍ନାଥମୟ ହୋଇପଡିଛି ଜଗତସିଂହପୁର ଜିଲ୍ଲା। ଦାରୁ ଥିବା ରଘୁନାଥପୁରର ଖରିପଡିଆରେ ଖେଳିଯାଇଛି ଆଧ୍ୟାତ୍ମିକ ପରିବେଶ। ଶଙ୍ଖ, ଚକ୍ର ,ଗଦା, ପଦ୍ମ-ସର୍ବ ଦିବ୍ୟ ଲକ୍ଷଣ ସମ୍ପଣ୍ଣ ମହାଦାରୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଭିତ୍ତିଭୂମି ପ୍ରସ୍ତୁତିକୁ ନେଇ ଗତକାଲି ଦିନକ ଲାଗି ଦାରୁସ୍ଥଳୀକୁ ଯିବା ପାଇଁ ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ବାରଣ କରିଥିଲା। ତେଣୁ ଆଜି ଏଠାରେ ପ୍ରବଳ ଭିଡ ଜମିବାରେ ସମ୍ଭବନା ରହିଛି। ସେପଟେ ଦାରୁର ସୁରକ୍ଷା ଓ ଶାନ୍ତି ଶୃଙ୍ଗଳାର ସହ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବାରିକେଡ ନିର୍ମାଣ କରାଯିବା ସହ ପୋଲିସ ମୁତୟନ କରାଯାଇଛି।

Advertisment