Advertisment

ଜଗନ୍ନାଥଙ୍କ ଦାରୁ ଛେଦନ ଆରମ୍ଭ

ଜଗତସିଂହପୁର: ଜଗତସିଂହପୁର  ଜିଲ୍ଲା ରଘୁନାଥପୁର ଖରିପଡ଼ିଆ ଠାରେ ଆରମ୍ଭ ହୋଇଯାଇଛି ଜଗନ୍ନାଥଙ୍କ ଦାରୁ ଛେଦନ। ଅପରାହ୍ନ ପ୍ରାୟ ୩ଟା ବେଳେ ଗତକାଲିଠାରୁ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିଥିଲା। ତା’ପରେ ପ୍ରାୟ ସାଢେ ତିନିଟାରେ ଦାରୁଙ୍କ ନିକଟରେ କରାଯାଇଥିଲା ଗୁପ୍ତପୂଜା। ଗୁପ୍ତପୂଜା ପରେ ପ୍ରଥେମ ବିଦ୍ୟାପତି ସୁନା କୁରାଢ଼ି ଓ ପରେ ବିଶ୍ୱାବସୁ ରୁପା କୁରାଢ଼ିରେ ଦାରୁକୁ ସ୍ପର୍ଶ କରିଥିଲେ। ଏହା ପରେ ମହାରଣା ସେବାୟତମାନେ ଲୁହା କୁରାଢ଼ିରେ ଦିବ୍ୟଦାରୁଙ୍କ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ। ଜଗନ୍ନାଥଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜଗନ୍ନାଥଙ୍କ ଦାରୁ ଛେଦନ ଆରମ୍ଭ

jagannath daru

 ଜଗତସିଂହପୁର:ଜଗତସିଂହପୁର  ଜିଲ୍ଲାରଘୁନାଥପୁରଖରିପଡ଼ିଆ ଠାରେ ଆରମ୍ଭ ହୋଇଯାଇଛି ଜଗନ୍ନାଥଙ୍କ ଦାରୁ ଛେଦନ। ଅପରାହ୍ନ ପ୍ରାୟ ୩ଟା ବେଳେ ଗତକାଲିଠାରୁ ଚାଲିଥିବା ମହାଯଜ୍ଞରେ ପୂର୍ଣ୍ଣାହୁତି ପଡ଼ିଥିଲା। ତା’ପରେ ପ୍ରାୟ ସାଢେ ତିନିଟାରେ ଦାରୁଙ୍କ ନିକଟରେ କରାଯାଇଥିଲା ଗୁପ୍ତପୂଜା। ଗୁପ୍ତପୂଜା ପରେ ପ୍ରଥେମ

Advertisment

ବିଦ୍ୟାପତି ସୁନା କୁରାଢ଼ି ଓ ପରେ ବିଶ୍ୱାବସୁ ରୁପା କୁରାଢ଼ିରେ ଦାରୁକୁ ସ୍ପର୍ଶ କରିଥିଲେ। ଏହା ପରେ ମହାରଣା ସେବାୟତମାନେ ଲୁହା କୁରାଢ଼ିରେ ଦିବ୍ୟଦାରୁଙ୍କ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିଥିଲେ।

ଜଗନ୍ନାଥଙ୍କ ଦାରୁଙ୍କ ଦର୍ଶନ ପାଇଁ ଖରିପଡ଼ିଆ ଲୋକାରଣ୍ୟ ହୋଇଛି। ଦାରୁ ଭୂପତିତ ହେଲା ପରେ ଆସନ୍ତାକାଲି ଠାରୁ ଚଉପଟ କାର୍ଯ୍ୟ ଆରମ୍ଭ ହେବ। ଅନାବଶ୍ୟକ ଅଂଶଗୁ ପାତାଳି କରାଯିବ। ଦାରୁ ଶଗଡ଼ି ନିର୍ମାଣ କାର୍ଯ୍ୟ କରାଯିବ। ଏ ସବୁ କାମ ଶେଷ ହେବା ପରେ ଦାରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିବେ।

Advertisment