ଅଦ୍ୟତନ ହୋଇଛି
fire-8
Advertisment
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଧନୁରବେଲାରି ଗାଁରେ ରବିବାର ଘଟି ଯାଇଛି ଏକ ଦୁଃଖଦ ଘଟଣା। ଅଗ୍ନିକାଣ୍ଡରେ ଗାଁର ଜଣେ ମହିଳା ଓ ତାଙ୍କ ୪ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ସନ୍ଧ୍ୟା ସେଠୀ। ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଝିଅଟିକୁ କଟକ ବଡ଼ ମେଡିକାଲ୍ ପଠା ଯାଇଥିଲା। ଝିଅଟିର ଶରୀରର ପ୍ରାୟ ୮୫ ଭାଗ ପୋଡ଼ି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/02/fire-8.jpg)