ଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଧାନ ବସ୍ତା ରଖି ଧାରଣା

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାରେ ଚଳିତବର୍ଷ ମୋଟ ୧୦୫ ଟି ଧାନମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରାଯାଇଛି । ହେଲେ ଟାର୍ଗେଟ ନଥିବା କହି ଅନେକ ମଣ୍ଡିରେ ସମସ୍ତ ବଳକା ଧାନ କ୍ରୟ ହେଉନଥିବାରୁ ଦିନକୁ ଦିନ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ଏହାର ପ୍ରତିବାଦ କରି କେତେକ ମଣ୍ଡିରେ ଚାଷୀମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଆଜି ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଜଗତସିଂହପୁର […]

vip

vip

Tapas Behera
  • Published: Friday, 05 March 2021
  • Updated: 05 March 2021, 09:43 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲାରେ ଚଳିତବର୍ଷ ମୋଟ ୧୦୫ ଟି ଧାନମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣିବାର ବ୍ୟବସ୍ଥା କରାଯାଇଛି । ହେଲେ ଟାର୍ଗେଟ ନଥିବା କହି ଅନେକ ମଣ୍ଡିରେ ସମସ୍ତ ବଳକା ଧାନ କ୍ରୟ ହେଉନଥିବାରୁ ଦିନକୁ ଦିନ ଚାଷୀ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ଏହାର ପ୍ରତିବାଦ କରି କେତେକ ମଣ୍ଡିରେ ଚାଷୀମାନେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ

ଆଜି ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଧାରଣା ଦିଆଯାଇଛି । ଚାଷୀନେତା ରଶ୍ମିରଞ୍ଜନ ସ୍ୱାଇଁ NJ ଏବଂ ଦୁର୍ଗା ଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଚାଷୀମାନେ ଧାରଣାରେ ବସିଥିବା ବେଳେ ସମସ୍ତ ଧାନ କ୍ରୟ କରିବାର ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।

ସେହିପରି ରଘୁନାଥପୁର ବ୍ଳକ ଅନ୍ତର୍ଗତ ତାରପୁର ପ୍ରାଥମିକ ସେବା ସମିତି ତରଫରୁ ଖୋଲା ଯାଇଥିବା ମଣ୍ଡିରେ ଜଣେ ମହିଳା ଚାଷୀଙ୍କ ଟୋକନ ରଦ୍ଦ ହୋଇଯିବାରୁ ମଣ୍ଡିରେ ଲାଗିଥିବା ଧାନ ଓଜନ କଣ୍ଟା ଉପରେ ବସି ପ୍ରତିବାଦ କରିଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା।  ସମିତି କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story