/odisha-reporter/media/post_attachments/uploads/2021/05/6nm-1.jpg)
6nm
ପାରାଦୀପ: (ଓଡ଼ିଶା ରିପୋର୍ଟର) ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ ଗ୍ୟାସ୍ ଲିକ୍ର କାରଣ ଜଣାପଡ଼ିନାହିଁ। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟାୟାର ଆଣ୍ଡ ବଏଲର୍ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ସ୍ପଷ୍ଟ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
