Advertisment

ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌

ପାରାଦୀପ: (ଓଡ଼ିଶା ରିପୋର୍ଟର) ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ ଗ୍ୟାସ୍ ଲିକ୍‌ର କାରଣ ଜଣାପଡ଼ିନାହିଁ। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟାୟାର […]

ଚିଙ୍ଗୁଡି ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌

6nm

Advertisment

ପାରାଦୀପ: (ଓଡ଼ିଶା ରିପୋର୍ଟର) ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ ଗ୍ୟାସ୍ ଲିକ୍‌ର କାରଣ ଜଣାପଡ଼ିନାହିଁ। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟାୟାର ଆଣ୍ଡ ବଏଲର୍ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇ ସ୍ପଷ୍ଟ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe