Advertisment

ପାରାଦୀପରେ ବ୍ୟାପୁଛି ପାର୍ଭୋ ଭାଇରସ , ଟାର୍ଗେଟରେ କୁକୁର

ପାରାଦୀପ (ଓଡ଼ିଶା ରିପୋର୍ଟର) ପାରାଦୀପରେ ବ୍ୟାପୁଛି ପାର୍ଭୋ ଭାଇରସ । ଏହି ଭାଇରସ ନେଉଛି କୁକୁରଙ୍କ ଜୀବନ । ପାର୍ଭୋ ଭୂତାଣ ପ୍ରଭାବରେ ସହରରେ ପୋଷା ଓ ବୁଲା କୁକୁରଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ପାରାଦୀପ ସହ କୁଜଙ୍ଗ ଅଂଚଳରେ କୁକୁରଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।  ଲକ୍ଷଣ ପ୍ରକାଶ ପାଇବାର ସପ୍ତାହକ ମଧ୍ୟରେ କୁକୁରମାନେ ମୃତ୍ୟୁମୁଖରେ ପଡୁଛନ୍ତି । ପୋଷା କୁକୁରଙ୍କ ଚିକିତ୍ସା ପରେ କିଛି ସୁସ୍ଥ ହୋଇଥିବାବେଳେ ଅନେକ ବୁଲା […]

author-image
Tapas Behera
ଶିଶୁର ମୃତଦେହ ଝୁଣି ଖାଇଲା କୁକୁର

dogs1

ପାରାଦୀପ (ଓଡ଼ିଶା ରିପୋର୍ଟର) ପାରାଦୀପରେ ବ୍ୟାପୁଛି ପାର୍ଭୋ ଭାଇରସ । ଏହି ଭାଇରସ ନେଉଛି କୁକୁରଙ୍କ ଜୀବନ । ପାର୍ଭୋ ଭୂତାଣ ପ୍ରଭାବରେ ସହରରେ ପୋଷା ଓ ବୁଲା କୁକୁରଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି । ପାରାଦୀପ ସହ କୁଜଙ୍ଗ ଅଂଚଳରେ କୁକୁରଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି।  ଲକ୍ଷଣ ପ୍ରକାଶ ପାଇବାର ସପ୍ତାହକ ମଧ୍ୟରେ କୁକୁରମାନେ ମୃତ୍ୟୁମୁଖରେ ପଡୁଛନ୍ତି । ପୋଷା କୁକୁରଙ୍କ ଚିକିତ୍ସା ପରେ କିଛି ସୁସ୍ଥ ହୋଇଥିବାବେଳେ ଅନେକ ବୁଲା କୁକୁର ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି।  ବାୟୁ ଦ୍ୱାରା ଏହି ଭୂତାଣୁ ସଂକ୍ରମିତ ହେଉଥିବାରୁ ଟୀକାକରଣ ଦ୍ୱାରା କୁକୁରଙ୍କ ଜୀବନ ବଂଚାଯାଇପାରିବ ବୋଲି କହିଛନ୍ତି ବିଶେଷଜ୍ଞ।

Advertisment