/odisha-reporter/media/post_attachments/uploads/2015/05/Untitled3.jpg)
daru
ଭୁବନେଶ୍ୱର: ଜଗନ୍ନାଥଙ୍କ ଦାରୁ ଛେଦନ ପାଇଁ ଜଗତସିଂହପୁର ଜିଲ୍ଲାରଘୁନାଥପୁରଖରିପଡ଼ିଆରେ ଗତକାଲିଠାରୁ ଚାଲିଥିବା ମହାଯଜ୍ଞ ଶେଷ ହୋଇଯାଇଛି। ମହାଯଜ୍ଞରେ ପୂର୍ଣ୍ଣାହୁତି ସଂପନ୍ନ ହୋଇଛି। କିଛି ସମୟ ପରେ ଦାରୁ ନିକଟରେ ଗୁପ୍ତ ପୂଜା କରାଯିବ। ଏହା ପରେ ବିଦ୍ୟାପତି ସୁନା କୁରାଢ଼ି ଓ ବିଶ୍ବାସବୁ ରୁପା କୁରାଢ଼ିରେ ଦାରୁକୁ ସ୍ପର୍ଶ କରାଯିବା ପରେ ମହାରଣା ସେବାୟତମାନ ଲୁହା କୁରାଢ଼ିରେ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ କରିବେ।
Advertisment
ମହାପ୍ରଭୁଙ୍କଏହିମହାନଲୀଳାକୁନେଇଖରିପଡ଼ିଆରେସୃଷ୍ଟିହୋଇଛିଆଧ୍ୟାତ୍ମିକପରିବେଶ।ବ୍ରାହ୍ମଣଙ୍କମନ୍ତ୍ରପାଠସାଙ୍ଗକୁସଂକୀର୍ତ୍ତନଓହରିବୋଲହୁଳହୁଳିଧ୍ୱନୀରେମୁଖରିତହେଉଛିସାରାଅଞ୍ଚଳ।ଦାରୁଦର୍ଶନପାଇଁହଜାରହଜାରଭକ୍ତପହଞ୍ଚିବାରଲାଗିଛନ୍ତିଖରିପଡିଆରେ ଜଗନ୍ନାଥଙ୍କ ଦାରୁ ଭୂପତିତ ହେବା ପରେ ଚଉପଟ କରାଯିବ। ନୂଆ ଶଗଡି ନିର୍ମାଣ ପରେ ଦାରୁଙ୍କୁ ନେଇ ତାହା ପୁରୀ ଅଭିମୁଖେ ବାହାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
