Advertisment

୨ ସହକର୍ମୀଙ୍କୁ ଜେଲ୍‌ ୱାର୍ଡରଙ୍କ ଆକ୍ରମଣ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସହକର୍ମୀଙ୍କୁ ଜେଲରଙ୍କ ଆକ୍ରମଣ। ସମ୍ବଲପୁର ମଣ୍ଡଳ କାରାଗାରରେ ୨ ସହକର୍ମୀଙ୍କୁ ଜେଲ ୱାର୍ଡର ନିଶାସକ୍ତ ଅବସ୍ଥାରେ ବାଡ଼େଇଥିବା ଅଭିଯୋଗ ହୋଇଛି। କାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ୱାର୍ଡର ଆକ୍ରମଣ କରିଛନ୍ତି। ଏନେଇ ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ସମ୍ପୃକ୍ତ ଜେଲ ର୍ୱାଡର ଅଶୋକ ଥାଟିଙ୍କୁ ଅଟକ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
୨ ସହକର୍ମୀଙ୍କୁ ଜେଲ୍‌ ୱାର୍ଡରଙ୍କ ଆକ୍ରମଣ

sambalpur-circle-jail

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସହକର୍ମୀଙ୍କୁ ଜେଲରଙ୍କ ଆକ୍ରମଣ। ସମ୍ବଲପୁର ମଣ୍ଡଳ କାରାଗାରରେ ୨ ସହକର୍ମୀଙ୍କୁ ଜେଲ ୱାର୍ଡର ନିଶାସକ୍ତ ଅବସ୍ଥାରେ ବାଡ଼େଇଥିବା ଅଭିଯୋଗ ହୋଇଛି।

Advertisment

କାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ୱାର୍ଡର ଆକ୍ରମଣ କରିଛନ୍ତି। ଏନେଇ ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ସମ୍ପୃକ୍ତ ଜେଲ ର୍ୱାଡର ଅଶୋକ ଥାଟିଙ୍କୁ ଅଟକ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment
Jail Warden