ଦି ଫାଳ ହେଲା ବଡ଼ଚଣା ବିଜେଡି ! | Odisha Reporter
ଯାଜପୁର ଜିଲ୍ଲା ବଡ଼ଚଣାରେ ଆରମ୍ଭ ହୋଇଗଲା କି ଜନ୍ମେଜୟ ବନାମ ଅମର ଲଢ଼େଇ ? ରାଜ୍ୟ ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା ଆରମ୍ଭ କରିଦେଲେ କି ଅମରଙ୍କ ବିରୋଧରେ ଯୁଦ୍ଧଂଦେହି? ସଭା କଲେ ହେଲେ ଅମରଙ୍କୁ ଡାକିଲେନି, ଯାଜପୁର ଜିଲ୍ଲା ବଡ଼ଚଣା ରାଜନୀତିରେ ଏବେ ଏହାକୁ ନେଇ ଚର୍ଚ୍ଚା। ଦୀର୍ଘ ବର୍ଷ ଧରି ବଡ଼ଚଣାକୁ କବଜା କରି ରଖି ଆସିଥିବା ଅମରଙ୍କ ବିରୋଧରେ ରଣହୁଂକାର ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
