Advertisment

ଦି ଫାଳ ହେଲା ବଡ଼ଚଣା ବିଜେଡି !

ଯାଜପୁର ଜିଲ୍ଲା ବଡ଼ଚଣାରେ ଆରମ୍ଭ ହୋଇଗଲା କି ଜନ୍ମେଜୟ ବନାମ ଅମର ଲଢ଼େଇ? ରାଜ୍ୟ ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା ଆରମ୍ଭ କରିଦେଲେ କି ଅମରଙ୍କ ବିରୋଧରେ ଯୁଦ୍ଧଂଦେହି?

Advertisment

ଯାଜପୁର ଜିଲ୍ଲା ବଡ଼ଚଣାରେ ଆରମ୍ଭ ହୋଇଗଲା କି ଜନ୍ମେଜୟ ବନାମ ଅମର ଲଢ଼େଇ ? ରାଜ୍ୟ ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା ଆରମ୍ଭ କରିଦେଲେ କି ଅମରଙ୍କ ବିରୋଧରେ ଯୁଦ୍ଧଂଦେହି? ସଭା କଲେ ହେଲେ ଅମରଙ୍କୁ ଡାକିଲେନି, ଯାଜପୁର ଜିଲ୍ଲା ବଡ଼ଚଣା ରାଜନୀତିରେ ଏବେ ଏହାକୁ ନେଇ ଚର୍ଚ୍ଚା। ଦୀର୍ଘ ବର୍ଷ ଧରି ବଡ଼ଚଣାକୁ କବଜା କରି ରଖି ଆସିଥିବା ଅମରଙ୍କ ବିରୋଧରେ ରଣହୁଂକାର ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ଜନ୍ମେଜୟ ଲେଙ୍କା।

Advertisment
BjD Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe