ଯାଜପୁର: ପାଣି ପାଇଁ ଅାନ୍ଦୋଳନ। ଯାଜପୁର ବଡ଼ଚଣା ବ୍ଲକ ରାମଚନ୍ଦ୍ରପୁର ଲୋକେ ଗରା ବାଲ୍ତି ଧରି ଅାନ୍ଦୋଳନ କରୁଛନ୍ତି। ରାସ୍ତା ସଂପ୍ରସାରଣ ସମୟରେ ପାନୀୟ ଜଳ ପାଇପ୍ ବନ୍ଦ କରାଯାଇଥିଲା। ଫଳରେ ଗତ ୨ ମାସ ହେଲା ଲୋକେ ପାଣି ପାଇପାରୁନାହାନ୍ତି। ଏ ସଂପର୍କରେ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅାଯାଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଲୋକେ ଧାନମଣ୍ଡଳ-ବଡ଼ଚଣା ରାସ୍ତା ଅବରୋଧ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
