ଅସହ୍ୟ ଖରା ବେଳେ ପିଇବା ପାଇଁ ନାହିଁ ପାଣି; ଗରା, ବାଲ୍‌ତି ଧରି ରାସ୍ତାରେ ବସିଲେ ଲୋକେ

<p>ଯାଜପୁର: ପାଣି&nbsp;ପାଇଁ ଅାନ୍ଦୋଳନ। ଯାଜପୁର ବଡ଼ଚଣା ବ୍ଲକ ରାମଚନ୍ଦ୍ରପୁର ଲୋକେ ଗରା ବାଲ୍&zwnj;ତି ଧରି ଅାନ୍ଦୋଳନ କରୁଛନ୍ତି। ରାସ୍ତା ସଂପ୍ରସାରଣ ସମୟରେ ପାନୀୟ ଜଳ ପାଇପ୍ ବନ୍ଦ କରାଯାଇଥିଲା। ଫଳରେ ଗତ ୨ ମାସ ହେଲା ଲୋକେ ପାଣି ପାଇପାରୁନାହାନ୍ତି। ଏ ସଂପର୍କରେ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅାଯାଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଲୋକେ ଧାନମଣ୍ଡଳ-ବଡ଼ଚଣା ରାସ୍ତା ଅବରୋଧ କରିଛନ୍ତି।</p>

Ordigital Desk
  • Published: Wednesday, 17 May 2017
  • Updated: 17 May 2017, 01:37 PM IST

Sports

Latest News

<p>ଯାଜପୁର: ପାଣି&nbsp;ପାଇଁ ଅାନ୍ଦୋଳନ। ଯାଜପୁର ବଡ଼ଚଣା ବ୍ଲକ ରାମଚନ୍ଦ୍ରପୁର ଲୋକେ ଗରା ବାଲ୍&zwnj;ତି ଧରି ଅାନ୍ଦୋଳନ କରୁଛନ୍ତି। ରାସ୍ତା ସଂପ୍ରସାରଣ ସମୟରେ ପାନୀୟ ଜଳ ପାଇପ୍ ବନ୍ଦ କରାଯାଇଥିଲା। ଫଳରେ ଗତ ୨ ମାସ ହେଲା ଲୋକେ ପାଣି ପାଇପାରୁନାହାନ୍ତି। ଏ ସଂପର୍କରେ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅାଯାଇନଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଲୋକେ ଧାନମଣ୍ଡଳ-ବଡ଼ଚଣା ରାସ୍ତା ଅବରୋଧ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos