ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଥାନା ଆଗରେ ଧାରଣା

ଯାଜପୁର(ଅଭୟ ପତି): ପାଟରଙ୍ଗା ଗାଁର ବିଚାରାଧୀନ କଏଦୀ ଚିକିତ୍ସାଧୀ ଅବସ୍ଥାରେ ମୃତ୍ୟୁ ଘଟଣାର କେସ ରେଜିଷ୍ଟ୍ରେସନ ଦାବିରେ କୋରେଇ ଥାନାରେ ଧାରଣା ଦେଲେ ପରିବାର ଲୋକେ। ସୂଚନା ମୁତାବକ ଗତ କିଛିଦିନ ତଳେ କୋରେଇ ଥାନା ପାଟରଙ୍ଗାର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମନ୍ତ ଯାଜପୁର ସବଜେଲରେ ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଥିଲେ। ୧୦ ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ  ନେଇଥିଲେ […]

yio

yio

Tapas Behera
  • Published: Sunday, 15 August 2021
  • Updated: 15 August 2021, 06:47 PM IST

Sports

Latest News

ଯାଜପୁର(ଅଭୟ ପତି): ପାଟରଙ୍ଗା ଗାଁର ବିଚାରାଧୀନ କଏଦୀ ଚିକିତ୍ସାଧୀ ଅବସ୍ଥାରେ ମୃତ୍ୟୁ ଘଟଣାର କେସ ରେଜିଷ୍ଟ୍ରେସନ ଦାବିରେ କୋରେଇ ଥାନାରେ ଧାରଣା ଦେଲେ ପରିବାର ଲୋକେ। ସୂଚନା ମୁତାବକ ଗତ କିଛିଦିନ ତଳେ କୋରେଇ ଥାନା ପାଟରଙ୍ଗାର ଲକ୍ଷ୍ମୀଧର ପାତ୍ରଙ୍କ ପୁଅ ସୁମନ୍ତ ଯାଜପୁର ସବଜେଲରେ ଏକ ଦୁଷ୍କର୍ମ ମାମଲାରେ ବିଚାରାଧୀନ କଏଦୀ ଭାବେ ଥିଲେ।

୧୦ ତାରିଖ ଦିନ ତାଙ୍କର ଦେହ ଖରାପ ହେବାରୁ ଜେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ  ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଜେଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁ ସୁମନ୍ତର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ମୃତ ସୁମନ୍ତର ବାପା ଲକ୍ଷ୍ମୀଧର ଗତ ୧୩ ତାରିଖ ଦିନ ଯାଜପୁର ସବ ଜେଲର କର୍ତ୍ତୃପକ୍ଷଙ୍କ ନାଁରେ କୋରେଇ ଥାନାରେ ଅଭିଯୋଗ କରିଥିଲେ।

ହେଲେ  ୭୨ ଘଣ୍ଟା ବିତିଯାଇଥିଲେ ବି କୋରେଇ ଥାନା ଅଧିକାରୀ ତାଙ୍କ ଏତଲାକୁ ରେଜିଷ୍ଟ୍ରେସନ କରିନଥିବା ଆଜି ଅଭିଯୋଗ କରିଛନ୍ତି ସୁମନ୍ତଙ୍କ ପରିବାର । ତେବେ ସୁମନ୍ତର ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ ନାଁରେ ଆଜି କେସ ରେଜିଷ୍ଟ୍ରେସନ ଦାବିରେ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ରଙ୍କ ନେତୃତ୍ୱରେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଆସି ଥାନା ଆଗରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି। ସେପଟେ ଥାନା ଅଧିକାରୀ ଏକ ଷ୍ଟେସନ ଡାଇରୀ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story