Advertisment

ଭୁଶୁଡିଲା ନିର୍ମାଣାଧିନ ବ୍ରିଜ

ଯାଜପୁର (ଅଭୟ ପତି):ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ଭୁଶୁଡିଲା ନିର୍ମାଣାଧିନ ବ୍ରିଜ। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।  ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ  ୫ଟାରେ  ଡିବିଏଲ୍ ଠିକା ସଂସ୍ଥା ଦ୍ୱାରା ନିର୍ମାଣ ହେଉଥିବା ଏହି ବ୍ରିଜ୍ ଟି କୌଣସି କାରଣ ବଶତଃ ଭୁଶୁଡି ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ କେହି ବ୍ୟକ୍ତି ଆହତ ହୋଇ ନଥିବା ବେଳେ ନିର୍ମାଣ କାର୍ଯ୍ୟ ଚାଲୁଥିବା […]

ଭୁଶୁଡିଲା ନିର୍ମାଣାଧିନ ବ୍ରିଜ

jajpur-1

Advertisment

ଯାଜପୁର (ଅଭୟ ପତି):ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ଷଠିପୁର ବ୍ରଜନଗରଠାରେ ଭୁଶୁଡିଲା ନିର୍ମାଣାଧିନ ବ୍ରିଜ। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।  ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ  ୫ଟାରେ  ଡିବିଏଲ୍ ଠିକା ସଂସ୍ଥା ଦ୍ୱାରା ନିର୍ମାଣ ହେଉଥିବା ଏହି ବ୍ରିଜ୍ ଟି କୌଣସି କାରଣ ବଶତଃ ଭୁଶୁଡି ପଡ଼ିଥିଲା ।

Advertisment

ତେବେ ଏହି ଦୁର୍ଘଟଣାରେ କେହି ବ୍ୟକ୍ତି ଆହତ ହୋଇ ନଥିବା ବେଳେ ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ ଠିକା ସଂସ୍ଥାର କେହି କର୍ମଚାରୀ ଉପସ୍ଥିତ ନଥିବା ଜଣାପଡିଛି। ତେବେ ଏହି ନିର୍ମାଣାଧିନ ବ୍ରିଜ ଭୁଶୁଡ଼ିବା ପ୍ରଥମ ଘଟଣା ନୁହଁ। ପୂର୍ବରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ  ତାଲାପଦରରେ ବିଜୁ ସେତୁ, ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍‌ ଏମିତି ଅନେକ ବ୍ରିଜ ଭୁଶୁଡ଼ିବାର ନଜିର ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe