ଖାଁ ଖାଁ ବୁଥ୍‌, ଭୋଟରଙ୍କ ଅପେକ୍ଷାରେ ପୋଲିଂ ଅଧିକାରୀ

ଯାଜପୁର(ଗୁଲାମ ଗସ): ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିନିମନ୍ତେ  ବୁଥ୍‌ ସହ ଅଧିକାରୀ ବି ପ୍ରସ୍ତୁତ ଥିବା ବେଳେ ଭୋଟରଙ୍କ ଦେଖା ନାହିଁ । ଏପରି ଘଟଣା ଆଜି ଯାଜପୁର ଶ୍ରୀବନ୍ତପୁର ପଞ୍ଚାୟତରେ ଘଟିଛି । ୨ ଗୋଟି  ୱାର୍ଡର ଗ୍ରାମବାସୀ ଆଜି ହେଉଥିବା ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାକୁ ବଞ୍ଚିତ ହେଉଥିବା ପ୍ରତିବାଦରେ ନେଇଛନ୍ତି ଏପରି ପଦକ୍ଷେପ । ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଶ୍ରୀବନ୍ତପୁର ପଞ୍ଚାୟତର  ସ୍ଥାନୀୟ ସ୍କୁଲରେ […]

jajpur

jajpur

Niharika Rout
  • Published: Thursday, 24 February 2022
  • Updated: 24 February 2022, 01:35 PM IST

ଯାଜପୁର(ଗୁଲାମ ଗସ): ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିନିମନ୍ତେ  ବୁଥ୍‌ ସହ ଅଧିକାରୀ ବି ପ୍ରସ୍ତୁତ ଥିବା ବେଳେ ଭୋଟରଙ୍କ ଦେଖା ନାହିଁ । ଏପରି ଘଟଣା ଆଜି ଯାଜପୁର ଶ୍ରୀବନ୍ତପୁର ପଞ୍ଚାୟତରେ ଘଟିଛି । ୨ ଗୋଟି  ୱାର୍ଡର ଗ୍ରାମବାସୀ ଆଜି ହେଉଥିବା ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀ ବିଭିନ୍ନ ସରକାରୀ ଯୋଜନାକୁ ବଞ୍ଚିତ ହେଉଥିବା ପ୍ରତିବାଦରେ ନେଇଛନ୍ତି ଏପରି ପଦକ୍ଷେପ ।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଶ୍ରୀବନ୍ତପୁର ପଞ୍ଚାୟତର  ସ୍ଥାନୀୟ ସ୍କୁଲରେ  ୧୮ ଓ ୧୯ ନମ୍ବର ବୁଥ ହୋଇଛି।  ୧୮ ନଂ ବୁଥରେ ୧୯୪ ଭୋଟର ଥିବା ବେଳେ ୧୯ ନଂ ବୁଥ୍‌ରେ ୧୮୭ ଭୋଟର ଅଛନ୍ତି।  ଏଥିନିମନ୍ତେ ଆଜି ସକାଳୁ ବୁଥ୍‌ରେ ପୋଲିଂ ପାର୍ଟି ପ୍ରସ୍ତୁତ ରହିଥିଲେ । ମାତ୍ର ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ କେହି ଭୋଟ ଦେବାକୁ ଆସି ନ ଥିବା କହିଛନ୍ତି ଉଭୟ ପ୍ରିଜାଇଡିଂ ଅଫିସର  । ଘଟଣା ସମ୍ପର୍କରେ ବୁଝୁବୁଝୁ ଉଭୟ ୱାର୍ଡର ଭୋଟର ଭୋଟ ବର୍ଜନ କରିଥିବା ଜଣାଯାଇଛି।

[caption id="attachment_716049" align="aligncenter" width="650"]jajpur ଭୋଟ ବର୍ଜନ କରିଥିବା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।[/caption]

ପୂର୍ବରୁ  ବାଉଁଶ ଅଂଟା ଗ୍ରାମବାସୀ ଯାବରା ପଞ୍ଚାୟତରେ ରହିଥିଲେ  ।  ଗତ ପଞ୍ଚାୟତ ନିର୍ବାଚନରେ ଏହି ଗ୍ରାମକୁ ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ କରାଯାଇଥିଲା । ଶ୍ରୀବନ୍ତପୁର ପଞ୍ଚାୟତରେ ସାମିଲ ହେବା ପରେ ଗ୍ରାମବାସୀ ପଂଚାୟତ ସ୍ତରୀୟ ଅନେକ କାର୍ଯ୍ୟରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ବିଡ଼ିଓ ଓ  ଜିଲାପାଳଙ୍କୁ ଜଣାଇଥିଲେ ହେଁ କେହି  କର୍ଣପାତ କରୁ ନାହାନ୍ତି। ତେଣୁ  ଗ୍ରାମବାସୀ ଭୋଟ ବର୍ଜନ କରିବା ସହ  ବୁଥ ସମ୍ମୁଖରେ ଧାରଣାରେ ବସିରହିଛନ୍ତି   ।

ଏନେଇ ଉଭୟ ବୁଥ୍‌ର ପ୍ରିଜାଇଣ୍ଡିଂ ଅଫିସର କହିଛନ୍ତି, ଆମେ ସକାଳ ୭ଟାରୁ ବୁଥ୍‌ରେ ବସିଛୁ। ହେଲେ ଭୋଟରଙ୍କ ଦେଖା ନାହିଁ। ଏନେଇ ଉପରିସ୍ଥ ଅଧିକାରୀ ଓ ପୁଲିସ୍‌କୁ ଜଣାଯାଇଛି। ଆମେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story