ଜାନକୀ ବଲ୍ଲଭଙ୍କ ବିୟୋଗରେ ସରକାରୀ ଛୁଟି

jb

jb

Rakesh Mallick
  • Published: Tuesday, 21 April 2015
  • Updated: 21 April 2015, 06:11 AM IST

Sports

Latest News

ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ଆଜି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେହିପରି ୭ ଦିନ ଧରି ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ  ଏହି ଘୋଷଣା କରାଯାଇଛି ।jb

ମୁଖ୍ୟମନ୍ତ୍ରୀ ନିଜର ଶୋକବ୍ୟକ୍ତ କରିବା ସହ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି କହିଛନ୍ତି । ସେପଟେ ଜାନକୀଙ୍କ ବିୟୋଗ ଖବର ପ୍ରଚାର ପରେ ଭୁବନେଶ୍ୱର ବାସଭବନ ନିକଟରେ ଲୋକଙ୍କ ଭିଡ ଜମିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories