ଅଦ୍ୟତନ ହୋଇଛି
jb
Advertisment
ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବିୟୋଗରେ ଆଜି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ସେହିପରି ୭ ଦିନ ଧରି ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିବ ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁଯାୟୀ ଏହି ଘୋଷଣା କରାଯାଇଛି ।/odisha-reporter/media/post_attachments/wp-content/uploads/2015/04/d8930592cef96c17570f6a7067000c46_0_0_0.jpg)
Advertisment
ମୁଖ୍ୟମନ୍ତ୍ରୀ ନିଜର ଶୋକବ୍ୟକ୍ତ କରିବା ସହ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି କହିଛନ୍ତି । ସେପଟେ ଜାନକୀଙ୍କ ବିୟୋଗ ଖବର ପ୍ରଚାର ପରେ ଭୁବନେଶ୍ୱର ବାସଭବନ ନିକଟରେ ଲୋକଙ୍କ ଭିଡ ଜମିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/04/jb-6.jpg)