ମୋଦି ଗରିବଙ୍କ ରକ୍ଷକ, ନବୀନ ଗରିବ ବିରୋଧୀ: ଜାଭଡେକର

ଭୁବନେଶ୍ୱର: ମୋଦି ଗରିବ ରକ୍ଷକ, ନବୀନ ଗରିବ ବିରୋଧୀ। ଆଜି ଭୁବନେଶ୍ୱରେ ନବୀନଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର।

ସେ କହିଚନ୍ତି- “୧୭ ବର୍ଷ ଧରି ଓଡ଼ିଶାରେ ବିକାଶ ଠପ୍ ହୋଇଯାଇଛି। ଏଠି ଭ୍ରଷ୍ଟ ଓ ପିସି ସରକାର ଚାଲୁଛି। ଗରିବଙ୍କୁ ବସ୍ତିରୁ ଉଚ୍ଛେଦ ଲାଗି ନବୀନ ପ୍ରୟାସ କରୁଥିବା ବେଳେ ଏହା କରିବାକୁ ଦିଆଯିବନି।”

ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରର ସଂଗଠନ ମଜବୁତ ପାଇଁ ଦାୟିତ୍ୱ ନେଇଥିବା ଜାଭଡେକର ଆଜି ବୁଦ୍ଧନଗର ବସ୍ତିରେ ଡି. ଲକ୍ଷ୍ମୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ।

ଜାଭଡେକରଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି।

Ordigital Desk
• Published: Sunday, 22 October 2017
• Updated: 22 October 2017, 09:47 PM IST

ଭୁବନେଶ୍ୱର: ମୋଦି ଗରିବ ରକ୍ଷକ, ନବୀନ ଗରିବ ବିରୋଧୀ। ଆଜି ଭୁବନେଶ୍ୱରେ ନବୀନଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର।

ସେ କହିଚନ୍ତି- “୧୭ ବର୍ଷ ଧରି ଓଡ଼ିଶାରେ ବିକାଶ ଠପ୍ ହୋଇଯାଇଛି। ଏଠି ଭ୍ରଷ୍ଟ ଓ ପିସି ସରକାର ଚାଲୁଛି। ଗରିବଙ୍କୁ ବସ୍ତିରୁ ଉଚ୍ଛେଦ ଲାଗି ନବୀନ ପ୍ରୟାସ କରୁଥିବା ବେଳେ ଏହା କରିବାକୁ ଦିଆଯିବନି।”

ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରର ସଂଗଠନ ମଜବୁତ ପାଇଁ ଦାୟିତ୍ୱ ନେଇଥିବା ଜାଭଡେକର ଆଜି ବୁଦ୍ଧନଗର ବସ୍ତିରେ ଡି. ଲକ୍ଷ୍ମୀଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ।

ଜାଭଡେକରଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos