Advertisment

ରଥଯାତ୍ରାରେ ସୁରକ୍ଷା ଦେଉଥିଲେ, ଏବେ ସୁରକ୍ଷା ଖୋଜୁଛନ୍ତି !

ଏମାନେ ହେଉଛନ୍ତି ରାଜ୍ୟର ରିଜର୍ଭ ବାଟାଲିୟନର ଯବାନ। ରଥଯାତ୍ରାରେ ପୁରୀ ଓ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବାକୁ ଆସିଛନ୍ତି। ହେଲେ ଏମାନଙ୍କ ରହଣି ପାଇଁ ଯେଉଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ହୋଇଛି ଦେଖିଲେ ଆପଣ ବିଚଳିତ ହୋଇପଡ଼ିବେ।

Advertisment

ଏମାନେ ହେଉଛନ୍ତି ରାଜ୍ୟର ରିଜର୍ଭ ବାଟାଲିୟନର ଯବାନ। ରଥଯାତ୍ରାରେ ପୁରୀ ଓ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେବାକୁ ଆସିଛନ୍ତି। ହେଲେ ଏମାନଙ୍କ ରହଣି ପାଇଁ ଯେଉଁ ବିଶ୍ୱସ୍ତରୀୟ ବ୍ୟବସ୍ଥା ହୋଇଛି ଦେଖିଲେ ଆପଣ ବିଚଳିତ ହୋଇପଡ଼ିବେ। ରଥାଯାତ୍ରାରେ ବଡ଼ ଦାଣ୍ଡରେ ଜମେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ଆଉ ସେମାନଙ୍କ ସୁରକ୍ଷାରେ ନିୟୋଜିତ ରହିଥିଲେ ଏହି ଯବାନମାନେ। ଟାଣ ଖରାରେ ଲୋକଙ୍କ ଭିଡ଼ରେ ଝାଳ ବୁହାଇ ଡ୍ୟୁଟି କରୁଥିଲେ।

Advertisment
Odisha Ratha Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe