ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୦୦ କୋଟି ଟଙ୍କାର ସମବାୟ ଋଣ ପ୍ରଦାନରେ ଦୁର୍ନୀତି ହୋଇଥିବା ନେଇ ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ ଆଣିବା ପରେ ରାଜ୍ୟରେ ରାଜନୀତିକ ପାଣିପାଗ ଉଷ୍ମ ହୋଇଯାଇଛି। ବିଜେପି ଓ କଂଗ୍ରେସ୍ ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ନିଜ ମତ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
ବୈଜୟନ୍ତ ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି, “ବିଜୁ ଅଙ୍କଲଙ୍କ ପୁରୁଣା ସହଯୋଗୀ ଆକ୍ରମଣାତ୍ମକ ଭଙ୍ଗୀରେ ଅଭିଯୋଗ ଆଣିଛନ୍ତି। ଗତବର୍ଷ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବାର କାରଣ ମଧ୍ୟ ଦର୍ଶାଇଛନ୍ତି। କ୍ଷମତାଶାଳୀ ଅଫିସରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ସେ କହିଛନ୍ତି। ପ୍ରଥମ ୩ଟି ଶାସନ କାଳରେ ଏପରି ହୋଇଥିଲେ, କାର୍ଯ୍ୟାନୁଷ୍ଠାନ ହୋଇଥାଆନ୍ତା।”
ଏହାସହ ସମବାୟ ବ୍ୟାଙ୍କରେ ହୋଇଥିବା ଏହି ବଡ଼ ଧରଣର ଦୁର୍ନୀତି ନେଇ ଉଠିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି କଟାକ୍ଷ କରି ବୈଜୟନ୍ତ ତାଙ୍କ ଟ୍ୱିଟ୍ରେ ପ୍ରଶ୍ନ କରିଛନ୍ତି।
ଦାମଙ୍କ ସମବାୟ ଦୁର୍ନୀତି ଅଭିଯୋଗ: ଏମିତି ମତ ରଖିଲେ ବୈଜୟନ୍ତ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୮୦୦ କୋଟି ଟଙ୍କାର ସମବାୟ ଋଣ ପ୍ରଦାନରେ ଦୁର୍ନୀତି ହୋଇଥିବା ନେଇ ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଅଭିଯୋଗ ଆଣିବା ପରେ ରାଜ୍ୟରେ ରାଜନୀତିକ ପାଣିପାଗ ଉଷ୍ମ ହୋଇଯାଇଛି। ବିଜେପି ଓ କଂଗ୍ରେସ୍ ଏହାକୁ ନେଇ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ନିଜ ମତ ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି, […]
baijayanta panda