Advertisment

ବିଜେଡିର ନିଦ ହଜାଇଦେଲେଣି ଜୟନାରାୟଣ ?

ଜୟନାରାୟଣଙ୍କୁ ନେଇ ବିଜେଡି ସାଙ୍ଗଠନକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ବିଟ୍ ଉପରେ ଟ୍ବିଟ୍। ରାଜରାସ୍ତାରେ ଜୟନାରାୟଣଙ୍କୁ ନେଇ ଆନ୍ଦୋଳନ। ପାର୍ଟି ଅଫିସରେ କେତେବେଳେ ସୁଲତା ଦେଓ ତ ଆଉ କେତେବେଳେ ଶ୍ରୀମୟୀ ମିଶ୍ରଙ୍କ ପ୍ରେସ୍ ମିଟ୍ । ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି। କିଏ ଇସ୍ତଫା ଦାବି ତ ଆଉ କିଏ କହୁଛି ତୁରନ୍ତ କ୍ଷମା ମାଗନ୍ତୁ ଜୟନାରାୟଣ। ଏପରିକି ଗିରଫ କରାଯାଉ ବୋଲି ମଧ୍ୟ ଦାବି ଜୋର ହେଉଛି।

author-image
Manoj Swain

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ବିଟ୍ ଉପରେ ଟ୍ବିଟ୍। ରାଜରାସ୍ତାରେ ଜୟନାରାୟଣଙ୍କୁ ନେଇ ଆନ୍ଦୋଳନ। ପାର୍ଟି ଅଫିସରେ କେତେବେଳେ ସୁଲତା ଦେଓ ତ ଆଉ କେତେବେଳେ ଶ୍ରୀମୟୀ ମିଶ୍ରଙ୍କ ପ୍ରେସ୍ ମିଟ୍। ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରୁଛନ୍ତି। କିଏ ଇସ୍ତଫା ଦାବି ତ ଆଉ କିଏ କହୁଛି ତୁରନ୍ତ କ୍ଷମା ମାଗନ୍ତୁ ଜୟନାରାୟଣ। ଏପରିକି ଗିରଫ କରାଯାଉ ବୋଲି ମଧ୍ୟ ଦାବି ଜୋର ହେଉଛି।  

Advertisment
Bjd Leader Jayanarayan Mishra