""
ଓଡ଼ିଶା Videos ‘ଜୟନାରାୟଣ ମିଶ୍ରଙ୍କ ବୟାନ କଷ୍ଟ ଦେଇଛି’ ନବ ଦାସଙ୍କ ହତ୍ୟାର ତଦନ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବା ବେଳେ, ଓଡ଼ିଶା ପୁଲିସ ସେବା ସଂଘ ପକ୍ଷରୁ ପ୍ରେସ୍ ମିଟ୍ କରି କୁହାଯାଇଛି- ଓଡ଼ିଶା ପୁଲିସର ତ୍ୟାଗ ଓ ଦକ୍ଷତା କାହାକୁ ଅଛପା ନାହିଁ, ବିରୋଧୀଦଳ ନେତା ଦେଇଥିବା ବିବୃତି ପ୍ରତ୍ୟାହାର କରନ୍ତୁ। 05 Feb 2023 17:25 ISTManoj Swain Follow Us‘ଜୟନାରାୟଣଙ୍କ ବୟାନ କଷ୍ଟ ଦେଇଛି’ | Odisha ReporterAdvertisment Read More Odisha Police Naba Das Jaynarayan MishraAdvertisment