Advertisment

ଜୟପୁର: ବୋଲେରୋ-ବାଇକ୍ ଧକ୍କା, ୨ ମୃତ, ଜଣେ ଗୁରୁତର

ଜୟପୁର: କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ କାଳିଆଗୁଡ଼ା ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ମଙ୍ଗଳବାର ବୋଲେରୋ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବାଇକ୍‌ଟି ବୋଲେରୋକୁ ଧକ୍କା ଦେଇଥିଲା। ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ବୋଲେରୋ ଚାଳକ ଆହତ […]

ଜୟପୁର: ବୋଲେରୋ-ବାଇକ୍ ଧକ୍କା, ୨ ମୃତ, ଜଣେ ଗୁରୁତର

accident

Advertisment

ଜୟପୁର: କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ କାଳିଆଗୁଡ଼ା ନିକଟରେ ୨୬ ନମ୍ବର ଜାତୀୟ ରାଜପଥ ମଙ୍ଗଳବାର ବୋଲେରୋ ଓ ବାଇକ୍ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ ବାଇକ୍‌ଟି ବୋଲେରୋକୁ ଧକ୍କା ଦେଇଥିଲା। ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ବୋଲେରୋ ଚାଳକ ଆହତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe