Advertisment

ଟ୍ୱିଟ୍ ଖୋଲିଦେଲା ପୋଲ୍!

ବହୁଦିନ ପରେ ହେଲା ନବୀନ ନୀତୀଶ ଭେଟଘାଟ୍। ନବୀନ କହିଲେ ପୁରୀରେ ବିହାର ତୀର୍ଥଯାତ୍ରୀଙ୍କ ପାଇଁ ମାଗଣା ଜମି ଦିଆଯିବ। ମେଣ୍ଟ ନେଇ କିଛି ଆଲୋଚନା ହୋଇନି କହିଲେ ନବୀନ। ନୀତୀଶ କହିଲେ ପୁରଣା ସମ୍ପର୍କ ଆମର, ଆମେ ପୁରୁଣା ବନ୍ଧୁ। ଆପଣ ରାଜନୀତି କଥାବାର୍ତ୍ତ ସମ୍ପର୍କରେ ଚିନ୍ତା କରନ୍ତୁନି କହିଲେ ନୀତୀଶ। ହେଲେ ଜନତାଦଳ ୟୁନାଇଟେଡର ଟ୍ୱିଟ୍ ଖୋଲିଦେଲା ଦୁହିଁଙ୍କ ପୋଲ୍।

author-image
Debendra Prusty

Naveen Patnaik BjD Odisha JDU Nitish Kumar