ଝରାଫୁଲଙ୍କ ସିମ୍ ଭାଙ୍ଗିଥିଲେ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି ଝରାଫୁଲ ମୃତ୍ୟୁ ରହସ୍ୟ। ଯାଞ୍ଚ ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ପୁଣି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କି ଝରାଫୁଲଙ୍କ ମୋବାଇଲ ସିମକୁ ତାଙ୍କ ବାପା ଭାଙ୍ଗି ଦେଇଥିବା କଥା ଜଣାପଡିଛି। ଝରାଫୁଲ ଓ ରାକେଶଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ବାପା ରମାକାନ୍ତ ନାୟକ। ରାକେଶଠୁ ଦୂରେଇ ରହିବାକୁ ଝିଅକୁ କହିଥିଲେ। ଏପରିକି ଝରାଫୁଲର ମୋବାଇଲକୁ ନେଇ […]

jharaphula

jharaphula

Madhupriya Mistry
  • Published: Sunday, 31 January 2021
  • Updated: 31 January 2021, 02:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି ଝରାଫୁଲ ମୃତ୍ୟୁ ରହସ୍ୟ। ଯାଞ୍ଚ ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ପୁଣି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କି ଝରାଫୁଲଙ୍କ ମୋବାଇଲ ସିମକୁ ତାଙ୍କ ବାପା ଭାଙ୍ଗି ଦେଇଥିବା କଥା ଜଣାପଡିଛି।

ଝରାଫୁଲ ଓ ରାକେଶଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ବାପା ରମାକାନ୍ତ ନାୟକ। ରାକେଶଠୁ ଦୂରେଇ ରହିବାକୁ ଝିଅକୁ କହିଥିଲେ। ଏପରିକି ଝରାଫୁଲର ମୋବାଇଲକୁ ନେଇ ସିମ୍ ବାହାର କରିଦେଇଥିଲେ ବାପା। ଏନେଇ ଝରାଫୁଲଙ୍କ ବାପା ରମାକାନ୍ତ ଝିଅ ସହ ରାକେଶ ସ୍ୱାଇଁଙ୍କ ସମ୍ପର୍କକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଝରାଫୁଲ ବ୍ୟବହାର କରୁଥିବା ସିମକୁ ସେ ନଷ୍ଟ କରିବା ପରେ ରାକେଶ ସହ ଦେଖା ନ କରିବାକୁ ତାଗିଦ୍ ବି କରିଥିଲେ। ତଥାପି ଏହାକୁ ମାନିନଥିଲେ ଝରାଫୁଲ। ମୟୁରଭଞ୍ଜ ଯଶୀପୁରରେ ଝରାଫୁଲଙ୍କ ଘର ପାଖରେ ରାକେଶ କାମ କରୁଥିଲେ। ଏହି ସମୟରେ ଝରାଫୁଲଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ତାଙ୍କ ବାପା କହିଛନ୍ତି ।

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲାରେ ପୁଲିସ ତନାଘନା ଜାରି ରଖିଛି। ଜାନୁଆରୀ ୨୬ ତାରିଖ ଦିନ ଭୁବନେଶ୍ୱର ଧର୍ମବିହାର ଗେଷ୍ଟ ହାଉସରେ ଝରାଫୁଲ ଓ ବୟଫ୍ରେଣ୍ଡ ରାକେଶ ଥିବା ହୋଟେଲ୍ ରୁମକୁ ଯାଇ ପୁଲିସ ତଦନ୍ତ କରିଛି। ସେପଟେ ଗତକାଲି ଆଉ ଏକ ସିସିଟିଭି ଭିଡିଓରୁ ଜଣାପଡିଥିଲା ଯେ,  ମୃତ୍ୟୁ ପୂର୍ବରୁ ଝରାଫୁଲ ଓ ରକେଶ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ଝରାଫୁଲ ବାନ୍ତି କରିଥିଲେ, ରାକେଶ ବିରିଆନି ଖାଇଥିଲେ।

ସେପଟେ ଝରାଫୁଲଙ୍କ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ରାକେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ପୁଲିସ ଆବେଦନ କରିଛି। ଆସନ୍ତାକାଲି ଏହାର ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story