୬ ମହଲା କୋଠାରୁ ଖସିପଡ଼ି ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲାରେ। ଶିଶୁଟିକୁ ଦେଢ଼ବର୍ଷ ହୋଇଥିଲା।
ଶିଶୁଟିର ପରିବାର ଭୂଷଣ କାରଖାନା କ୍ୱାର୍ଟର୍ସର ୬ମହଲାରେ ରହୁଥିଲେ। ଆଜି ସକାଳେ ଶିଶୁଟି ବାଲକୁନିରେ ଖେଳୁଥିଲା। ଅସାବଧାନ କାରଣରୁ ଶିଶୁଟିକୁ ୬ମହଲାରୁ ତଳକୁ ପଡ଼ି ଯାଇଥିଲା। ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
Also Read
ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଫ୍ୟାକ୍ଟ୍ରିରେ ଲାଗିଲା ଭୟଙ୍କର ନିଆଁ; ଜଳିଗଲେ ୪ ଶ୍ରମିକ, ୩ ଗୁରୁତର
ଫ୍ୟାକ୍ଟ୍ରିରେ ଗତ ରାତିରେ ଭୟଙ୍କର ନିଆଁ ଲାଗି ୪ ଶ୍ରମିକ ଜୀଅନ୍ତା ଜଳି ଯାଇଛନ୍ତି। ଏହି ଅଗ୍ନିକାଣ୍ଡରେ ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଜଣେ ଶ୍ରମିକ ଏବେବି ନିଖୋଜ ଅଛନ୍ତି।
Bhubaneswar
ଆଜି ଦିଲ୍ଲୀରେ ମୋଦି-ନବୀନ ଭେଟଘାଟ
ଦୁଇ ଦିନ ତଳେ ନବୀନଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରା।
National
ଦୁଇ ଝିଅଙ୍କ ବିବାହ ପାଇଁ ଘରେ ଜମିଥିଲା ଭିଡ଼, ଫାଟିଲା ୩ଟି ଗ୍ୟାସ ସିଲିଣ୍ଡର
ରୋଷେଇ ଚାଲିଥିବା ବେଳେ ଘରେ ଥିବା ୩ଟି ସିଲିଣ୍ଡର ଫାଟି ଯାଇଥିଲା। ଏହି ନିଆଁରେ ସମଗ୍ର ଘର ଜଳି ପାଉଁଶ ହୋଇ ଯାଇଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
Bhubaneswar
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’
ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସ୍ପଷ୍ଟ କରିଛି।