ଝାରସୁଗୁଡ଼ା ରେଜଲ୍ଟ: ଗଣତି ବଢ଼ିବା ସହିତ ବଢ଼ି ଚାଲିଛି ବିଜେଡି-ବିଜେପି ଭୋଟ ବ୍ୟବଧାନ

ପ୍ରଥମ ରାଉଣ୍ଡରୁ ଦୀପାଳି ଆଗରେ ରହିଥିଲେ। ଆହୁରି ୫ ରାଉଣ୍ଡ ଗଣତି ବାକି ରହିଛି।

Dipali das PhotoOR

ବିଜେଡି ପ୍ରାର୍ଥୀ ଦୀପାଳି ଦାସ

Tapaswini Nayak
  • Published: Saturday, 13 May 2023
  • Updated: 13 May 2023, 11:38 AM IST

ଝାରସୁଗୁଡ଼ାରେ ୧୩ ରାଉଣ୍ଡ ଗଣତି ଶେଷ ହୋଇସାରିଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ୩୪,୨୯୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ୭୬୯୮୪ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପିକୁ ୪୨୬୮୯ ଓ କଂଗ୍ରେସକୁ ୩୬୬୪ ଖଣ୍ଡ ଭୋଟ ମିଳିଛି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story