Advertisment

ଝାରସୁଗୁଡ଼ା ରେଜଲ୍ଟ: ଗଣତି ବଢ଼ିବା ସହିତ ବଢ଼ି ଚାଲିଛି ବିଜେଡି-ବିଜେପି ଭୋଟ ବ୍ୟବଧାନ

ପ୍ରଥମ ରାଉଣ୍ଡରୁ ଦୀପାଳି ଆଗରେ ରହିଥିଲେ। ଆହୁରି ୫ ରାଉଣ୍ଡ ଗଣତି ବାକି ରହିଛି।

ଅଦ୍ୟତନ ହୋଇଛି
Dipali das

Dipali das

Advertisment

ଝାରସୁଗୁଡ଼ାରେ ୧୩ ରାଉଣ୍ଡ ଗଣତି ଶେଷ ହୋଇସାରିଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କ ନିକଟତମ ପ୍ରାର୍ଥୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଠାରୁ ୩୪,୨୯୫ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ବିଜେଡି ୭୬୯୮୪ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପିକୁ ୪୨୬୮୯ ଓ କଂଗ୍ରେସକୁ ୩୬୬୪ ଖଣ୍ଡ ଭୋଟ ମିଳିଛି।

Advertisment

ପ୍ରଥମ ରାଉଣ୍ଡରୁ ଦୀପାଳି ଆଗରେ ରହିଥିଲେ। ଆହୁରି ୫ ରାଉଣ୍ଡ ଗଣତି ବାକି ରହିଛି।

Jharsuguda Jharsuguda-byelection
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe