ଝାରସୁଗୁଡ଼ା: ଦିନ ଦ୍ୱିପହରରେ ଗୁଳିମାରି ୨୫ ଲକ୍ଷ ଟଙ୍କା ଲୁଟ

ଝାରସୁଗୁଡା: ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଝାରସୁଗୁଡା-ବ୍ରଜରାଜନଗର ମୁଖ୍ୟରାସ୍ତାର ବୁଢିପଦର ଠାରେ ଦୁର୍ବୃତ୍ତମାନେ ଗୁଳି ମାରି ଜନୈକ ଠିକାଦାରଙ୍କ କର୍ମଚାରୀମାନଙ୍କ ଠାରୁ ୨୫ ଲକ୍ଷ ଟଙ୍କ। ଲୁଟି ନେଇ ଯାଇଛନ୍ତି। ବନ୍ଧବାହାଲର ଜନୈକ ଠିକାଦାରଙ୍କ କର୍ମଚାରୀ ରାଜେନ୍ଦ୍ର ପ୍ରସାଦ ଓ ତାଙ୍କ ସାଥୀ ଝାରସୁଗୁଡା ପଞ୍ଜ।ବ ନ୍ୟାସନାଲ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କ। ଉଠାଇ ଏକ ଚାରିଚକିଆ ଗାଡିରେ ଯାଉଥିବା ସମୟରେ ୨ ଜଣ ଦୁର୍ବୃତ୍ତ ବୁଢିପଦର ଠାରେ ରାସ୍ତାରେ ଗାଡି ସମ୍ମୁଖକୁ ଆସି ବନ୍ଧୁକ ଦେଖାଇ […]

jharusuguda loot

jharusuguda loot

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 10:39 AM IST

Sports

Latest News

ଝାରସୁଗୁଡା: ଆଜି ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଝାରସୁଗୁଡା-ବ୍ରଜରାଜନଗର ମୁଖ୍ୟରାସ୍ତାର ବୁଢିପଦର ଠାରେ ଦୁର୍ବୃତ୍ତମାନେ ଗୁଳି ମାରି ଜନୈକ ଠିକାଦାରଙ୍କ କର୍ମଚାରୀମାନଙ୍କ ଠାରୁ ୨୫ ଲକ୍ଷ ଟଙ୍କ। ଲୁଟି ନେଇ ଯାଇଛନ୍ତି। ବନ୍ଧବାହାଲର ଜନୈକ ଠିକାଦାରଙ୍କ କର୍ମଚାରୀ ରାଜେନ୍ଦ୍ର ପ୍ରସାଦ ଓ ତାଙ୍କ ସାଥୀ ଝାରସୁଗୁଡା ପଞ୍ଜ।ବ ନ୍ୟାସନାଲ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କ। ଉଠାଇ ଏକ ଚାରିଚକିଆ ଗାଡିରେ ଯାଉଥିବା ସମୟରେ ୨ ଜଣ ଦୁର୍ବୃତ୍ତ ବୁଢିପଦର ଠାରେ ରାସ୍ତାରେ ଗାଡି ସମ୍ମୁଖକୁ ଆସି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୨ ରାଉଣ୍ଡ ଗୁଲିଚାଳନା କରିଥିଲେ। ଗୁଳିମାଡରେ ଗାଡିର କାଚ ଭାଙ୍ଗିଯାଇଛି ।  ଡ୍ରାଇଭର ଓ କର୍ମଚାରୀଙ୍କୁ ଭୟଭୀତ କରି ଦୁର୍ବୃତ୍ତମାନେ ଟଙ୍କ। ଲୁଟି ନେଇଥିବା ପୋଲିସ ଏସଡିପିଓ ବିଜୟ ନନ୍ଦ ସୂଚନା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ କରିବା ସହ ରାସ୍ତା ସିଲ କରି ତଦନ୍ତ ଚଲାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos