ଭଗବାନଙ୍କ ନିକଟରେ ମା’ର ଗୁହାରୀ- ତୁମକୁ ପୂଜା କରି ପୁଅଟେ ପାଇଥିଲି, ଏବେ ମୋ ପୁଅକୁ ଫେରାଅ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ‘ତୁମକୁ ପୂଜାପାଠ କରି ପୁଅକୁ ପାଇଥିଲି, ହେଲେ ମୋ ପୁଅ ଆଖି ବୁଜିଲା । ତୁମେ ଏବେ ମୋ ପୁଅକୁ ଫେରାଇ ଦିଅ ।’ ଏପରି ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୋଇଲି ଘୁଘର ପୀଠରେ ଦେଖିବାକୁ ମିଳିଥିଲା। ଯେଉଁ ଠାକୁରଙ୍କୁ ଡାକି ଡାକି ପୁଅକୁ ପାଇଥିଲୁ, ସିଏ ନିଶ୍ଚୟ ଆମ ପୁଅକୁ ପୁଣି ଥରେ ଫେରାଇଦେବେ ବୋଲି ମୁଣ୍ଡ ପିଟି କହୁଥିଲେ ମୃତକଙ୍କ ମା’ ।  ଭଗବାନଙ୍କ ପ୍ରତି […]

jharsuguda

jharsuguda

Niharika Rout
  • Published: Friday, 15 April 2022
  • Updated: 15 April 2022, 04:27 PM IST

Sports

Latest News

ଝାରସୁଗୁଡ଼ା(ଭାଗିରଥୀ ସାହୁ): ‘ତୁମକୁ ପୂଜାପାଠ କରି ପୁଅକୁ ପାଇଥିଲି, ହେଲେ ମୋ ପୁଅ ଆଖି ବୁଜିଲା । ତୁମେ ଏବେ ମୋ ପୁଅକୁ ଫେରାଇ ଦିଅ ।’ ଏପରି ହୃଦୟ ବିଦାରକ ଦୃଶ୍ୟ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ କୋଇଲି ଘୁଘର ପୀଠରେ ଦେଖିବାକୁ ମିଳିଥିଲା। ଯେଉଁ ଠାକୁରଙ୍କୁ ଡାକି ଡାକି ପୁଅକୁ ପାଇଥିଲୁ, ସିଏ ନିଶ୍ଚୟ ଆମ ପୁଅକୁ ପୁଣି ଥରେ ଫେରାଇଦେବେ ବୋଲି ମୁଣ୍ଡ ପିଟି କହୁଥିଲେ ମୃତକଙ୍କ ମା’ ।  ଭଗବାନଙ୍କ ପ୍ରତି ବାପାମା’ଙ୍କ ଆସ୍ଥା, ବିଶ୍ୱାସ ଦେଖି ପୁଲିସ୍‌ ଅଧିକାରୀ ବି ନିରୂପାୟ ହୋଇ ପଡ଼ିଥିଲେ।  ପୁଅର ମୃତଦେହକୁ ମନ୍ଦିର ସାମନାରେ ରଖି ପ୍ରାୟ ୧୭ ଘଣ୍ଟା ଅଧିଆ ପଡ଼ିଥିଲେ ଅସହାୟ ବାପାମା’ । ଏହାପରେ ପୁଲିସ୍‌ ପ୍ରଶାସନ, ମନ୍ଦିର କମିଟି ବୁଝାଶୁଝା ପରେ ଏକମାତ୍ର ପୁଅର ମୃତଦେହ ସତ୍କାର କରିଛନ୍ତି ବାପାମା’ ।

ବିବାହର ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ଠେବେରା ଗାଁର ଅର୍ଜୁନ ଦୁଆନ ଓ ସ୍ତ୍ରୀ ସୁତୁରାଙ୍କ କୋଳ ଖାଲିଥିବା ବେଳେ ଏହାପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କୋଇଲି ଘୁଘର ପୀଠରେ  ମହାଦେବଙ୍କୁ ପୂଜା କରିବାରୁ  ପୁତ୍ର ସନ୍ତାନ ରମାକାନ୍ତ ଦୁଆନ କୋଳକୁ ଆସିଥିବା ଉଭୟ ଅର୍ଜୁନ ଓ ସୁତୁରା ବିଶ୍ୱାସ କରିଥିଲେ।  ୧୯ ବର୍ଷୀୟ ରମାକାନ୍ତ କଟକର ଏକ କାର୍ ମରାମତି କେନ୍ଦ୍ରଠାରେ ଟ୍ରେନିଂ ନେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା କାରଣରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଝାରସୁଗୁଡ଼ାକୁ ଆଣି ଏକ ଘରୋଇ ହସ୍ପିଟାଲରେ ଭର୍ଲି କରାଯାଇଥିଲା। ପୂର୍ବରୁ ରମାକାନ୍ତ ସିକିଲ୍‌ସେଲ୍ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କ ହିମୋଗ୍ଲୋବିନ ସ୍ତର ୨କୁ ଖସିଆସିଥିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।  ହେଲେ ରମାକାନ୍ତଙ୍କ ବାପା-ମା' ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି।

[caption id="attachment_727524" align="aligncenter" width="650"]deadbody ମୃତଦେହକୁ ସତ୍କାର ନିମନ୍ତେ ନେଉଛନ୍ତି ପରିବାର ଲୋକ ।[/caption]

ଯେଉଁ ଠାକୁରଙ୍କ କୃପାରୁ ପୁଅଟିଏ କୋଳକୁ ଆସିଥିଲା, ସେହି ଠାକୁର ହିଁ ପୁଅକୁ ପୁଣି ଥରେ ଜୀବନଦାନ ଦେବେ ବୋଲି ବାପାମା’ଙ୍କର ଥିଲା ଅଗାଧ ବିଶ୍ୱାସ।  ବୁଧବାର ଅପରାହ୍ନରେ ପୁଅର ମୃତଦେହକୁ ଘରକୁ ନେବା ପରିବର୍ତ୍ତେ ସିଧା କୋଇଲିଘୁଘର ଶୈବପୀଠକୁ ନେଇ ଯାଇଥିଲେ। ସେଠାରେ ମନ୍ଦିର ବାହାରେ ପୁଅର ମୃତଦେହ ରଖି ଅର୍ଜୁନ ବସିଥିବା ବେଳେ ମନ୍ଦିରରେ ଅଧିଆ ପଡ଼ିଥିଲେ ସୁତୁରା ।

ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ଅର୍ଜୁନ  ଓ ତାଙ୍କ ପତ୍ନୀ ସୁତୁରାଙ୍କୁ ବୁଝାଇବାକୁ ଚେଷ୍ଟା କରି ନାକେଦମ ହୋଇଯାଇଥିଲା।  ବୁଧବାର ରାତି ହୋଇଯାଇଥିବାରୁ ଗୁରୁବାର ସକାଳୁ ପୁଣି ମନ୍ଦିର କମିଟି ଓ ପୁଲିସ ପ୍ରଶାସନ ଅର୍ଜୁନଙ୍କ ସମ୍ପର୍କୀୟଙ୍କୁ ଡକାଇ ସେମାନଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ଏହି ଦମ୍ପତି ଗୁରୁବାର ପୁଅର ଶବକୁ ଘରକୁ ନେବାକୁ ରାଜି ହୋଇଥିଲେ। ଶେଷରେ ଗ୍ରାମବାସୀ ଓ ସମ୍ପର୍କୀୟଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିବା ଜଣାପଡିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story