ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ବିଜୁ ପକ୍କା ଘର ଯୋଜନାର ଟାର୍ଗେଟ ପୂରଣ କର

ଭୁବନେଶ୍ୱର: ବିଜୁ ପକ୍କା ଘର ଯୋଜନାକୁ ନିର୍ଧାରିତ ଦିନ ସୁଦ୍ଧା ଟାର୍ଗେଟ ପୁରଣ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଭିଡିଓ କନଫ୍ରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ସଚିବାଳୟରେ ଆଲୋଚନା କରିଥିଲେ। ଏଥି ସହିତ ପ୍ରତି ସମବାର ଜିଲ୍ଲାମାଳ ଓ ଏସପିମାନେ ମିଳିତ ଶୁଣାଣି କରିବାକୁ ତାଗିଦ କରାଯାଇଛି। ଟେଣ୍ଡର ମାଫିଆମାନଙ୍କୁ ଦମନ କରିବା ସହ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବା ଲୋକଙ୍କ ଉପରେ ତିଖ୍ନ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି। […]

nabin

nabin

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 02:23 AM IST

Sports

Latest News

ଭୁବନେଶ୍ୱର: ବିଜୁ ପକ୍କା ଘର ଯୋଜନାକୁ ନିର୍ଧାରିତ ଦିନ ସୁଦ୍ଧା ଟାର୍ଗେଟ ପୁରଣ କରିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ଭିଡିଓ କନଫ୍ରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ସଚିବାଳୟରେ ଆଲୋଚନା କରିଥିଲେ। ଏଥି ସହିତ ପ୍ରତି ସମବାର ଜିଲ୍ଲାମାଳ ଓ ଏସପିମାନେ ମିଳିତ ଶୁଣାଣି କରିବାକୁ ତାଗିଦ କରାଯାଇଛି। ଟେଣ୍ଡର ମାଫିଆମାନଙ୍କୁ ଦମନ କରିବା ସହ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବା ଲୋକଙ୍କ ଉପରେ ତିଖ୍ନ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।  ପଞ୍ଜ।ୟତିରାଜ ମନ୍ତ୍ରୀ ଅରୁଣ ସାହୁ ଏବଂ ଡିଜି ସଂଜୀବ ମାରିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story