Advertisment

୨କୋଟି ଟଙ୍କାର ସହାୟତା ଦେଲା ଜିନ୍ଦଲ ଷ୍ଟେନ୍‌ଲେସ୍ ଫାଉଣ୍ଡେସନ

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ଫୋନି ଦ୍ଵାରା ପ୍ରଭାବିତ ହୋଇଥିବା ପରିବାରଙ୍କ ସହାୟତା ପାଇଁ ଯାଜପୁର କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟେନ୍‌ଲେସ୍ ଫାଉଣ୍ଡେସନ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ସୂଚନା ଅନୁସାରେ କମ୍ପାନୀର ମୁଖ୍ୟ ଆବାସିକ ପ୍ରତିନିଧି ଶଶିଭୂଷଣ ଉପାଧ୍ୟାୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଆଜି ୨ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ନାମରେ ଏହି ଚେକ୍‌ ପ୍ରଦାନ କରାଯାଇଛି। […]

ଅଦ୍ୟତନ ହୋଇଛି
୨କୋଟି ଟଙ୍କାର ସହାୟତା ଦେଲା ଜିନ୍ଦଲ ଷ୍ଟେନ୍‌ଲେସ୍ ଫାଉଣ୍ଡେସନ

5

Advertisment

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ବାତ୍ୟା ଫୋନି ଦ୍ଵାରା ପ୍ରଭାବିତ ହୋଇଥିବା ପରିବାରଙ୍କ ସହାୟତା ପାଇଁ ଯାଜପୁର କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟେନ୍‌ଲେସ୍ ଫାଉଣ୍ଡେସନ ୨ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ସୂଚନା ଅନୁସାରେ କମ୍ପାନୀର ମୁଖ୍ୟ ଆବାସିକ ପ୍ରତିନିଧି ଶଶିଭୂଷଣ ଉପାଧ୍ୟାୟ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଆଜି ୨ କୋଟି ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି।

Advertisment

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(OSDMA)ନାମରେ ଏହି ଚେକ୍‌ ପ୍ରଦାନ କରାଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ କୁହାଯାଇଛି, ରାଜ୍ୟରେ ବିଭିନ୍ନ ସମୟରେ ସୁବିଧା ଅସୁବିଧା ବେଳେ ଜିନ୍ଦଲ ଷ୍ଟେନ୍‌ଲେସ୍‌ ସହାୟତା କରୁଛି। ଏହିଧାରାକୁ କମ୍ପାନୀ ଆଗକୁ ମଧ୍ୟ ବଜାୟ ରଖିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe