ମହାବଳ ‘ମହାବୀର’ର ମୃତ୍ୟୁ: ସାତକୋଶିଆରେ NTCA ଓ WIIର ମିଳିତ ଟିମ୍

ଅନୁଗୋଳ(ବିରଜା ଦାଶ): ସାତକୋଶିଆ ଅଭୟାରଣ୍ୟରେ ମହାବଳ ‘ମହାବୀର’ ମଲା କେମିତି? ଏହାର ତନାଘନା କରିବା ପାଇଁ ଆଜି ସାତକୋଶିଆରେ ଜୋରଦାର୍‌ ତନାଘନା କରିଛି NTCA ଓ ୱାଇଲ୍‌ଡ୍‌ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (WWI)ର ମିଳିତ ଟିମ୍। ଜଙ୍ଗଲରେ ପହଞ୍ଚି ତଥ୍ୟପ୍ରମାଣ ସଂଗ୍ରହ ଆରମ୍ଭ କରିଛନ୍ତି ଏହି ଟିମ୍‌। ଏହି ଟିମ୍ ସାଟେଲାଇଟ୍‌ ଓ ରେଡିଓ କୋଲାରର ତଥ୍ୟକୁ ମଧ୍ୟ ଅନୁଧ୍ୟାନ କରିବ। କେତେବେଳ ପର୍ଯ୍ୟନ୍ତ ରେଡିଓ କୋଲାର କାମ କରୁଥିଲା ଓ କେତେବେଳ ଯାଏ ସାଟେଲୋଇଟ୍ ମାଧ୍ୟମରେ […]

tiger

tiger

Rakesh Mallick
  • Published: Friday, 16 November 2018
  • Updated: 16 November 2018, 09:38 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ସାତକୋଶିଆ ଅଭୟାରଣ୍ୟରେ ମହାବଳ ‘ମହାବୀର’ ମଲା କେମିତି? ଏହାର ତନାଘନା କରିବା ପାଇଁ ଆଜି ସାତକୋଶିଆରେ ଜୋରଦାର୍‌ ତନାଘନା କରିଛି NTCA ଓ ୱାଇଲ୍‌ଡ୍‌ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (WWI)ର ମିଳିତ ଟିମ୍। ଜଙ୍ଗଲରେ ପହଞ୍ଚି ତଥ୍ୟପ୍ରମାଣ ସଂଗ୍ରହ ଆରମ୍ଭ କରିଛନ୍ତି ଏହି ଟିମ୍‌।

ଏହି ଟିମ୍ ସାଟେଲାଇଟ୍‌ ଓ ରେଡିଓ କୋଲାରର ତଥ୍ୟକୁ ମଧ୍ୟ ଅନୁଧ୍ୟାନ କରିବ। କେତେବେଳ ପର୍ଯ୍ୟନ୍ତ ରେଡିଓ କୋଲାର କାମ କରୁଥିଲା ଓ କେତେବେଳ ଯାଏ ସାଟେଲୋଇଟ୍ ମାଧ୍ୟମରେ ସୂଚନା ଆସୁଥିଲା, ସେ ବିଷୟରେ ବନ ବିଭାଗ ତଦନ୍ତ ଟିମ୍‌କୁ ଅବଗତ କରାଇବ। ଏପଟେ ବନ ବିଭାଗ ଅପେକ୍ଷା କରିଛି ମହାବଳର ଶବ ବ୍ୟବଚ୍ଛେଦ ରିପୋର୍ଟକୁ। ଅନ୍ୟପକ୍ଷରେ ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିଲାଗି ସତ ଜାଣିବା ନିହାତି ଜରୁରୀ ବୋଲି ‘କାହ୍ନା’ ଜାତୀୟ ବ୍ୟାଘ୍ର ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଖଗେଶ୍ୱର ନାୟକ କହିଛନ୍ତି।

ତଦନ୍ତ ସରିନଥିବା ବେଳେ ମହାବଳର ମୃତ୍ୟୁ ପାଇଁ ବନ ବିଭାଗ କିମ୍ବା ସ୍ଥାନୀୟ ବାସିନ୍ଦା ଦାୟୀ ନୁହନ୍ତି ବୋଲି ସାତକୋଶିଆ ଫିଲ୍‌ଡ୍‌ ଡାଇରେକ୍ଟର ଡାକ୍ତର ସୁଦର୍ଶନ ପଣ୍ଡା କହିଛନ୍ତି। ବନବିଭାଗ ଠିକ୍ ଭାବେ ମନିଟରିଂ କରୁଥିଲା ଓ ସ୍ଥାନୀୟ ଗ୍ରାମବାସୀଙ୍କ ରେକର୍ଡ ଭଲ ବୋଲି ସେ କହିଛନ୍ତି।

ତେବେ ଘଟଣାସ୍ଥଳ ପରିଦର୍ଶନ କରିଥିବା ଏନ୍‌ଟିସିଏ ସଦସ୍ୟ ଡଃ ବିଶ୍ୱଜିତ୍ ମହାନ୍ତିଙ୍କ ମତ ଅଲଗା ରହିଛି। ଏହି ଅଞ୍ଚଳ ଶିକାରୀଙ୍କ ଚରାଭୂଇଁ ଓ ବନ୍ୟଜନ୍ତୁ ଶିକାର ଲାଗି ଏଠାରେ ଅନେକ ବାର୍‌ହା ଫାଶ ବସାଯାଇ ଥିବାର ନଜିର ରହିଛି ବୋଲି ସେ କହିଛନ୍ତି। ଏନେଇ ବନବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିବା ଡଃ ମହାନ୍ତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story