ସାମ୍ବାଦିକ ଜଗିଥିଲେ ହଠାତ ପୋଲିସ୍ ଆସିଗଲେ | Odisha Reporter
ରାଜ୍ୟର ଜଣେ ଟାଣୁଆ ମନ୍ତ୍ରୀଙ୍କୁ ପୋଲିସ ଗୁଳିକରି ମାରିଦେବା ପରେ ଶେଷରେ ବହୁ ତଦନ୍ତ କରି ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ। ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ ରିଲିଜରୁ ଜଣାପଡିଲା ଗୋପାଳ ରାଗରେ ମାରିଦେଲା ନବ ଦାସଙ୍କୁ ବୋଲି। ଆଗରୁ ନବଙ୍କୁ ଡରୁଥିଲା ଆଉ ଶେଷରେ ଯୋଜନା କରି ରାଗରେ ମାରିଦେଲା ମନ୍ତ୍ରୀଙ୍କୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
