Advertisment

ଜୁନ୍ ୧୭ ଓ ୧୮ରେ ଭୁବନେଶ୍ୱରରେ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ୱର: ଜୁନ୍ ୧୭ ଓ ୧୮ ତାରିଖରେ ଭୁବନେଶ୍ୱରରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମ୍ମିଳନୀରେ ସମୀକ୍ଷା ହେବ। ବିଶେଷକରି ଜିଲ୍ଲାସ୍ତରରେ  ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ, ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ଏବଂ ଚାଷଜମିକୁ ଜଳସେଚନ ଭଳି ଯୋଜନା କେମିତା ଚାଲିଛି […]

ଜୁନ୍ ୧୭ ଓ ୧୮ରେ ଭୁବନେଶ୍ୱରରେ ଜିଲ୍ଲାପାଳ ସମ୍ମିଳନୀ

secretairitat

Advertisment

ଭୁବନେଶ୍ୱର: ଜୁନ୍ ୧୭ ଓ ୧୮ ତାରିଖରେ ଭୁବନେଶ୍ୱରରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ପଞ୍ଚାୟତରାଜ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, କୃଷି ଓ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମ୍ମିଳନୀରେ ସମୀକ୍ଷା ହେବ। ବିଶେଷକରି ଜିଲ୍ଲାସ୍ତରରେ  ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ, ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ, ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ କାର୍ଯ୍ୟକ୍ଷମ ଏବଂ ଚାଷଜମିକୁ ଜଳସେଚନ ଭଳି ଯୋଜନା କେମିତା ଚାଲିଛି ଏବଂ ଏହାର ଅଗ୍ରଗତି ଉପରେ ବି ସମୀକ୍ଷା କରାଯିବ।

Advertisment

ସେହିପରି ୧୮ ତାରିଖରେ  ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ହେବ। ଏଥିରେ ଜିଲ୍ଲାପାଳମାନଙ୍କ ବ୍ୟତୀତ ସବୁ ଜିଲ୍ଲାର ଏସ୍‌ପି ଉପସ୍ଥିତ ରହିବେ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe