Advertisment

ଜୁନ ୧ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ୍ ୧ରେ ଣୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଏବର୍ଷ ସାଧାରଣ ବୃଷ୍ଟିପାତରୁ କମ୍ ବର୍ଷା ହେବାର ସୂଚନା ମିଳିଛି। କମ୍ ବର୍ଷାର ଆଶଙ୍କା ଥିବା ଦେଶର ୫୮୦ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। କମ୍ ବୃଷ୍ଟିପାତ ଅଞ୍ଚଳରେ ସମସ୍ତ ସତର୍କତା ବ୍ୟବସ୍ଥା ଗ୍ରହଣ କରିବା ସହ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ପାଇଁ ଚିନ୍ତା କରୁଛନ୍ତି ସରକାର। ତେବେ କମ୍ବର୍ଷା ଯୋଗୁଁ ଧାନ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜୁନ ୧ରେ କେରଳ ଛୁଇଁବ ମୌସୁମୀ

monsoon

ଭୁବନେଶ୍ୱର: ଜୁନ୍ ୧ରେ ଣୌସୁମୀ ବାୟୁ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଏବର୍ଷ ସାଧାରଣ ବୃଷ୍ଟିପାତରୁ କମ୍ ବର୍ଷା ହେବାର ସୂଚନା ମିଳିଛି। କମ୍ ବର୍ଷାର ଆଶଙ୍କା ଥିବା ଦେଶର ୫୮୦ଟି ଜିଲ୍ଲାକୁ ଚିହ୍ନଟ କରାଯାଇଛି। କମ୍ ବୃଷ୍ଟିପାତ ଅଞ୍ଚଳରେ ସମସ୍ତ ସତର୍କତା ବ୍ୟବସ୍ଥା ଗ୍ରହଣ କରିବା ସହ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ପାଇଁ ଚିନ୍ତା କରୁଛନ୍ତି ସରକାର। ତେବେ କମ୍ବର୍ଷା ଯୋଗୁଁ ଧାନ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି।

Advertisment