Advertisment

ଜୁନ୍ ୩ରୁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମହା ଅଣବସର

ବ୍ରହ୍ମଗିରି: ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମହା ଅଣବସର ଦର୍ଶନ ଜୁନ୍ ୩ରୁ ଅନୁଷ୍ଠିତ ହେବ। ଏନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାନୀୟ ଜଳ ପରିମଳ, ଆଲୋକ, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ପାରିମାଣିକ ଦର୍ଶନ ବନ୍ଦ କରାଯାଇଛି। ୪୫ ଦିନ ଅଣସରରେ ଶ୍ରୀଜୀଉଙ୍କ ସେବା ପୂଜାର ନୀତି ନିର୍ଘଣ୍ଟ ସେବାୟତ ନିଯୋଗ ସ୍ଥିର କରି ପ୍ରଶାସନକୁ ଜଣାଇବେ। […]

ଜୁନ୍ ୩ରୁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମହା ଅଣବସର

bramagiri

Advertisment

ବ୍ରହ୍ମଗିରି: ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମହା ଅଣବସର ଦର୍ଶନ ଜୁନ୍ ୩ରୁ ଅନୁଷ୍ଠିତ ହେବ। ଏନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପାନୀୟ ଜଳ ପରିମଳ, ଆଲୋକ, ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍ ନିୟନ୍ତ୍ରଣ ସଂପର୍କରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ପାରିମାଣିକ ଦର୍ଶନ ବନ୍ଦ କରାଯାଇଛି। ୪୫ ଦିନ ଅଣସରରେ ଶ୍ରୀଜୀଉଙ୍କ ସେବା ପୂଜାର ନୀତି ନିର୍ଘଣ୍ଟ ସେବାୟତ ନିଯୋଗ ସ୍ଥିର କରି ପ୍ରଶାସନକୁ ଜଣାଇବେ। ସେପଟେ ବୈଠକରେ ଅଣସର ସେବା ପାଇଁ ସେବାୟତ ନିଯୋଗ ୫ କୋଟି ଟଙ୍କ।ର ଦାବିକୁ ପୁଣି ଥରେ ଦୋହରାଇଛି। ଅଣବସର ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିପାରନ୍ତି ନାହିଁ। ସେଥିଲାଗି ଅଲାରନାଥଙ୍କ ଦର୍ଶନ ଲାଗି  ଭିଡ଼ ଜମେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe