smb-gangdi-mruti
Advertisment
ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଗାନ୍ଧୀ ମୂର୍ତ୍ତି ଭଙ୍ଗାଯିବା ଘଟଣାରେ ମଙ୍ଗଳବାର ବୁର୍ଲା ଥାନାରେ ଏତଲା ଦାୟାର କରିଛନ୍ତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର।
Advertisment
ଗତକାଲି ଏକ ଉତ୍ସବରେ ଜ୍ୟୋତି ବିହାର ପରିସରରେ ନବ ନର୍ମିତ ଗାନ୍ଧୀ ମୂର୍ତ୍ତିର ଅନାବରଣ କରାଯାଇଥିଲା। ତେବେ ଆଜି ସକାଳେ ମୂର୍ତ୍ତି ଭଙ୍ଗାଯାଇଥିବା ଦେଖିବାକୁ ମିଳିଥିଲା। ଜାତିର ପିତାଙ୍କ ମୂର୍ତ୍ତିକୁ ଏଭଳି ଭାବରେ ଭଙ୍ଗାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/04/smb-gangdi-mruti.jpg)